ଶୃତି ବିଷ୍ଟ

ଭାରତୀୟ ଅଭିନେତ୍ରୀ

ଶୃତି ବିଷ୍ଟ (ଜନ୍ମ: ୨୨ ଜାନୁଆରୀ ୨୦୦୩) ଜଣେ ଭାରତୀୟ ଅଭିନେତ୍ରୀ ।[] ସେ ଶିଶୁ କଳାକାର ଭାବରେ କାମ କରୁଛନ୍ତି ।[] ହିନ୍ଦୀ ଧାରାବାହିକ ଏକ୍ ନୟି ଛୋଟି ସି ଜିଙ୍ଗେଦିରେ ସେ ଇରା ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୧ ମସିହାରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ହିଟ୍‌ଲର୍ ଦିଦିରେ ଇନ୍ଦୁ ଭୂମିକାରେ ଅଭିନୟ କରିଥିଲେ ।[][] ସବ୍ ଟିଭିରେ ପ୍ରସାରିତ ପରୀ କାହାଣୀ ଉପରେ ଆଧାରିତ ଧାରାବାହିକ ବାଲ୍ ବୀର୍‌‌ରେ ସଲୋନି ଭୂମିକାରେ ଅଭିନୟ କରିଥିଲେ । ଦି ଫ୍ୟାମିଲି ମ୍ୟାନ୍ ୱେବ୍ ସିରିଜ୍‌ରେ ସେ ମହିମା ଭୂମିକାରେ କାମ କରିଛନ୍ତି ।

ଶୃତି ବିଷ୍ଟ
ଜନ୍ମ (2003-01-22) ୨୨ ଜାନୁଆରୀ ୨୦୦୩ (ବୟସ ୨୧)[]
ପୁରି ଗରୱାଲ, ଉତ୍ତରାଖଣ୍ଡ, ଭାରତ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ

ପ୍ରାରମ୍ଭିକ ଜୀବନ

ସମ୍ପାଦନା

୨୦୦୩ ମସିହାର ଜାନୁଆରୀ ୨୨ ତାରିଖରେ ସେ ଉତ୍ତରାଖଣ୍ଡର ପୌରି ଗରୱାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[]

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୧ ଏକ୍ ନୟି ଛୋଟି ସି ଜିଙ୍ଗେଦି ଇରା
୨୦୧୧–୨୦୧୨ ଚିଣ୍ଟୁ ଚିଙ୍କି ଔର୍ ଏକ ବଡ଼ି ସି ଲଭ୍ ଷ୍ଟୋରୀ ଖୁସି
୨୦୧୨–୨୦୧୩ ହିଟ୍‌ଲର୍ ଦିଦି ଇନ୍ଦୁ କୁମାର []
୨୦୧୨ ଫିର୍ ସୁଭା ହୋଗି ସୁଗ୍ନି ନିୱାସ
୨୦୧୩ ସାଥ୍ ନିଭାନା ସାଥିୟା ମାୟା
ଅର୍ଜୁନ ଅଞ୍ଜଳି
୨୦୧୪–୨୦୧୬ ବାଲ୍ ବୀର୍ ସଲୋନି
୨୦୧୭–୨୦୧୮ ବାଣୀ ରାଣୀ ମିଷ୍ଟି
୨୦୨୦ ମେରା ସାଇ - ଶ୍ରଦ୍ଧା ଔର୍ ସବୁରୀ ସୁମତି
୨୦୨୧ ପାଣ୍ଡ୍ୟା ଷ୍ଟୋର୍ କୀର୍ତ୍ତି ସେଠ୍
୨୦୨୨ ସ୍ୱରାଜ
୨୦୨୪–ଏବେଯାଏଁ ମିଶ୍ରି ମିଶ୍ରି

ଅଭିନୀତ ୱେବ୍ ସିରିଜ୍

ସମ୍ପାଦନା
ବର୍ଷ ସିରିଜ୍ ଭୂମିକା
୨୦୨୧ ଆଉଟ୍ ଅଫ୍ ଲଭ୍ (ସିଜିନ୍ ୨) ଗାୟତ୍ରୀ
୨୦୨୧ ଦି ଫ୍ୟାମିଲି ମ୍ୟାନ୍ (ସିଜିନ୍ ୨) ମହିମା
୨୦୨୩ ଦି ଟ୍ରାୟଲ୍ ଅନନ୍ୟା ସେନଗୁପ୍ତା

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା
୨୦୧୪ ରଜ୍ଜୋ ଶିଶୁ ରଜ୍ଜୋ
ବାଙ୍ଗ
୨୦୨୧ ରାଧେ
  1. "Shruti Bisht Biography". EFilms India.
  2. ୨.୦ ୨.୧ ୨.୨ "I'll open a zoo when I grow up: Shruti" The Times of India
  3. "Shruti.Bhist" – via Instagram.
  4. "Shruti in Ek Nayi Chhoti Si Zindagi" - The Times of India.
  5. "Ranbir Kapoor`s triple cameo on Zee TV!"
  6. 'Barfi!' gets a street-style promotion with Ranbir Kapoor on a bicycle. IBNLive.
  7. "Shruti Bisht in Hitler Didi" - The Times Of India

ବାହାର ଲିଙ୍କ୍

ସମ୍ପାଦନା