ଶୃତି ବାପନା

ଭାରତୀୟ ଅଭିନେତ୍ରୀ

ଶୃତି ବାପନା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହି ଓ ୱେବ୍ ସିରିଜ୍‌ରେ କାମ କରନ୍ତି ।

ଶୃତି ବାପନା
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ

ଅଭିନୟ ଜୀବନ

ସମ୍ପାଦନା

ବାପନା ଜଣେ ଥିଏଟର କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ୱେକ୍ ଅପ୍ ସିଡ୍‌ରେ ସେ ପ୍ରଥମ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୨୦୧୩ ମସିହାରେ, ସେ ଦି ଲଞ୍ଚ୍‌ବକ୍ସ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ, ସେ ଡାଡି, ମର୍ଦ୍ଦାନୀ ୨, ଗବ୍ବର୍ ଇଜ୍ ବ୍ୟାକ୍, ଉମ୍ରିକାଚିତ୍ରକୁଟ ଭଳି କଥାଚିତ୍ରରେ କାମ କରିଛନ୍ତି ।

ସେ ଦି ବର୍ଡିକ୍ଟ, ମେଡିକାଲି ୟୋର୍ସ୍, ଏମ୍‌ଟିଭି ଗାର୍ଲସ୍ ଅନ୍ ଟପ୍ ଭଳି କାର୍ଯ୍ୟକ୍ରମରେ କାମ କରିଛନ୍ତି । ଶାଶ୍ ବିନା ଶଶୁରାଲ୍‌ରେ ନିକିତା ଓ ୟେ ହୈ ମୋହବତେଁରେ ବନ୍ଦିତା ବାଲା ଚନ୍ଦ୍ରନ୍ ଭଳି ଭୂମିକା ସେ ଜଣାଶୁଣା ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୯ ୱେକ୍ ଅପ୍ ସିଡ୍ ଦେବୀ
୨୦୧୨ ରାଓଡ଼ି ରାଠୋର ଅତିଥି
ଏକ୍ ଦିୱାନା ଥା ଅନୁ କୁଲକର୍ଣ୍ଣି
୨୦୧୩ ଦି ଲଞ୍ଚ୍ ବକ୍ସ ମେହରୁନିସା
ୱାର୍ ଛୋଡ଼୍ ନା ୟା ଅନୁ [୧]
୨୦୧୫ ଗବ୍ବର୍ ଇଜ୍ ବ୍ୟାକ୍ ଲକ୍ଷ୍ମୀ
୨୦୧୭ ଡାଡି ରାନୀ [୨][୩]
୨୦୧୯ ଚିତ୍ରକୁଟ କିମ୍
ମର୍ଦ୍ଦାନୀ ୨ ଭାରତୀୟ [୪][୫]

ଅଭିନୀତ ୱେବ୍ ସିରିଜ୍

ସମ୍ପାଦନା
ବର୍ଷ ସିରିଜ୍ ଭୂମିକା ଆଧାର
୨୦୧୫–୨୦୧୮ ସେନ୍ସ୮ ଦେବୀ [୬]
୨୦୧୬ ଗାର୍ଲସ୍ ଓନ୍ ଟପ୍ ଡାଏନା
୨୦୧୯ ମେଡିକାଲି ୟୋର୍ସ୍ ଚାନ୍ଦିନୀ ମାମ୍ [୭]
ଦି ବର୍ଡିକ୍ଟ - ଷ୍ଟେଟ୍ ଭର୍ସେସ୍ ନାନାବତୀ ମିସେସ୍ ତ୍ରିବେଦୀ
୨୦୨୦ ବ୍ରେଥ୍: ଇନ୍‌ଟୁ ଦି ସ୍ୟାଡୋ ନତାଶା ଗରେୱାଲ [୮]
୨୦୨୨ ହ୍ୟୁମାନ୍ ସେଚେତା ଶେଖାୱତ

ଅଭିନୀତ ଦୂରଦର୍ଶନ ଧାରାବାହିକ/କାର୍ଯ୍ୟକ୍ରମ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୨ ସାବଧାନ ଇଣ୍ଡିଆ ନିର୍ମଳା (ଅଧ୍ୟାୟ ୧୯୫)
ଶଶୁରାଲ୍ ଗେନ୍ଦା ଫୁଲ୍ ପୀୟା [୯][୧୦]
୨୦୧୦–୨୦୧୨ ଶାଶ୍ ବିନା ଶଶୁରାଲ୍ ନିକିତା ବେଦପ୍ରକାଶ ଚତୁର୍ବେଦୀ [୧୧]
୨୦୧୩ ଛନ୍‌ଛନ୍ ରୂପାଲି [୧୨][୧୩][୧୪]
୨୦୧୩–୨୦୧୭ ୟେ ହୈ ମୋହବତେଁ ବନ୍ଦିତା ବାଲା ଚନ୍ଦ୍ରନ୍
୨୦୧୪ ଇସ୍କ କିଲ୍‌ସ୍ ଚାକରାଣୀ
  1. Hungama, Bollywood. "War Chhod Na Yaar Cast List | War Chhod Na Yaar Movie Star Cast | Release Date | Movie Trailer | Review- Bollywood Hungama". Bollywood Hungama (in ଇଂରାଜୀ). Archived from the original on 22 January 2023. Retrieved 2023-01-22.
  2. "Daddy Movie Review: Arjun Rampal's Powerful Performance Creeps Up On You Without Warning". ndtv.com. Archived from the original on 3 December 2019. Retrieved 3 December 2019.
  3. "'Daddy' Movie Review: Watch it only if you are a fan of Arjun Rampal or gangster flicks". freepressjournal.in. Archived from the original on 3 December 2019. Retrieved 3 December 2019.
  4. "'Yeh Hai Mohabbatein' fame Shruti Bapna bags role in Rani Mukerji's 'Mardaani 2'". ABP Live. 29 March 2019. Archived from the original on 4 April 2019. Retrieved 4 April 2019.
  5. "'Shruti Bapna: Working with Rani Mukerji in Mardaani 2 was incredible". Outlook India. 3 December 2019. Archived from the original on 16 December 2019. Retrieved 3 December 2019.
  6. "Shruti Bapna lands a role in an international series - Times of India". The Times of India (in ଇଂରାଜୀ). Archived from the original on 31 August 2019. Retrieved 2021-04-16.
  7. "Medically Yourrs first impression: Shantanu Maheshwari starrer has its moments". indianexpress.com. 29 May 2019. Archived from the original on 3 December 2019. Retrieved 3 December 2019.
  8. "Shruti Bapna opens up on playing gay character in 'Breathe 2'". The New Indian Express. Archived from the original on 16 April 2021. Retrieved 2021-04-16.
  9. "Shruti Bapna wakes up". The Times of India. Archived from the original on 2013-09-28.
  10. "Shruti's sasurals!". The Times of India. Archived from the original on 2013-09-28.
  11. "Official website of Saas Bina Sasural". setindia.com. Archived from the original on 28 September 2013. Retrieved 11 September 2013.
  12. "Chhanchhan - Official website". setindia.com. Archived from the original on 29 September 2013. Retrieved 29 September 2013.
  13. "Shruti Bapna & Vishal Solanki in Chhanchhan Movie Review". The Times of India. Archived from the original on 17 November 2013. Retrieved 18 November 2019.
  14. "Shruti Bapna & Vishal Solanki in Chhanchhan". The Times of India. Archived from the original on 2013-08-25.

ବାହାର ଲିଙ୍କ୍

ସମ୍ପାଦନା