ଶୁଭପଲ୍ଲବ

ଓଡ଼ିଆ ଇ-ପତ୍ରିକା

ଶୁଭପଲ୍ଲବ, ଏକ ମାସିକ ଓଡ଼ିଆ ଇ-ପତ୍ରିକା । ଏହା ୨୦୧୮ମସିହା ଜାନୁଆରୀ ମାସରୁ ପ୍ରକାଶ ପାଉଛି । ସଂଗ୍ରାମ କେଶରୀ ସେନାପତି ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଅଟନ୍ତି ।[୨][୩] ଏହା ପ୍ରଥମରୁ ନବପଲ୍ଲବ ନାମରେ ଏକ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶିତ ହେଉଥିଲା ।[୪] ୨୦୨୦ ମସିହାରୁ ଏହା ମାସିକ ପତ୍ରିକା ଭାବରେ ପ୍ରକାଶନ ଆରମ୍ଭ କରିଥିଲା । ୨୦୧୯ ମସିହା ଅପ୍ରେଲ ମାସରୁ ଏହାର ଓଡ଼ିଆ ପୋର୍ଟାଲ ଆରମ୍ଭ ହୋଇ କ୍ରମେ ଇଂରାଜୀ, ହିନ୍ଦୀ, ତେଲୁଗୁ, ବଙ୍ଗଳା ଓ ସଂସ୍କୃତ ପୋର୍ଟାଲ ମଧ୍ୟ ପ୍ରକାଶିତ ହୋଇଥିଲା ।

ଶୁଭପଲ୍ଲବ
ପ୍ରତିଷ୍ଠାତାସଂଗ୍ରାମ କେଶରୀ ସେନାପତି[୧]
ସମ୍ପାଦକତାପସ ରଞ୍ଜନ, ସଂଗ୍ରାମ କେଶରୀ ସେନାପତି
ଭାଷାଓଡ଼ିଆ
ୱେବସାଇଟhttps://shubhapallaba.in/

ଶୁଭପଲ୍ଲବ ଷ୍ଟୋର ନାମରେ ପତ୍ରିକାର ଏକ ଇ-କମର୍ସ ସାଇଟ ମଧ୍ୟ ରହିଛି । ଏହା ମାଧ୍ୟମରେ ଓଡ଼ିଶାର କିଛି ଉତ୍ପାଦ, ଭାରତୀୟ ଲେଖକମାନଙ୍କର ପୁସ୍ତକ ଆଦି ସର୍ବଭାରତୀୟ ସ୍ଥରରେ ବିପଣନ କରାଯାଏ ।[୫] ୨୦୧୯ ମସିହାରେ ଶୁଭପଲ୍ଲବର ପ୍ରଥମ ଇ-ପୁସ୍ତକ ସମ୍ପାଦକ ସଂଗ୍ରାମ ଓ ତାଙ୍କ ପିତା ଅଭିମନ୍ୟୁ ସେନାପତିଙ୍କଦ୍ୱାରା ଲିଖିତ ଦୁର୍ଗାପୂଜା ଇନ ଓଡ଼ିଶା ପ୍ରକାଶ କରାଯାଇଥିଲା[୬] ୨୦୨୦ ମସିହା ଦୁର୍ଗାପୂଜାରୁ ଶୁଭପଲ୍ଲବ ତରଫରୁ ଶୁଭୋଦୟ ନାମରେ ଅନ୍ୟଏକ ପତ୍ରିକା ଆରମ୍ଭ କରାଯାଇଥିଲା ।[୭]

ଆଧାର ସମ୍ପାଦନା

  1. "Odisha lad Sangram sets world record by writings article for Wikipedia". Pragativadi News (in English). Bhadrak. 25 August 2019. Archived from the original on 24 May 2020. Retrieved 18 January 2021.{{cite news}}: CS1 maint: unrecognized language (link)
  2. "ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ". ଧରିତ୍ରୀ. ବନ୍ତ: ଧରିତ୍ରୀ ଲାଇଭ୍. 27 February 2020. Archived from the original on 4 December 2020. Retrieved 22 February 2021.
  3. "Sangram sets world record - OrissaPOST". OrissaPOST (in English). Bhadrak. 30 July 2019. Archived from the original on 2 October 2020. Retrieved 18 January 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)CS1 maint: unrecognized language (link)
  4. "Shubhapallaba launches Web Portals in Bangla and Punjabi". The News Insight (in English). 4 January 2020. Archived from the original on 21 September 2020. Retrieved 18 January 2021.{{cite news}}: CS1 maint: unrecognized language (link)
  5. "ଓଡ଼ିଆ ଇ-ପତ୍ରିକା 'ଶୁଭପଲ୍ଲବ'ର ସଂସ୍କରଣ ଉନ୍ମୋଚିତ". Odisha Bhaskar. 4 November 2020. Archived from the original on 5 November 2020. Retrieved 19 January 2021.
  6. "ଆମାଜନରେ ଓଡ଼ିଶା 'ଦୁର୍ଗାପୂଜା'". Kanak News (in Odia). kanaknews.com. 8 October 2019. Archived from the original on 19 September 2020. Retrieved 18 January 2021.{{cite news}}: CS1 maint: unrecognized language (link)
  7. "Shubhodaya 4th Edition Released featuring the Cover photo by famous Odia artist Bijay Biswaal". Odisha Diary. 16 January 2021. Retrieved 18 January 2021.