ଶୁଭକାନ୍ତ ସାହୁ

ଓଡ଼ିଆ ଆଲବମ୍ ଅଭିନେତା

ଶୁଭକାନ୍ତ ସାହୁ (ମୃତ୍ୟୁ: ୨୨ ମାର୍ଚ୍ଚ ୨୦୦୮) ଜଣେ ଓଡ଼ିଆ ଅଭିନେତା ଥିଲେ, ଯିଏକି ଓଡ଼ିଆ ଆଲବମ୍ ଜଗତରେ ପପୁ ନାମରେ ବେଶ୍ ଜଣାଶୁଣା ଥିଲେ । ୨୦୦୫ ମସିହାରେ ପ୍ରଥମ ପ୍ରେମ କଥାଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯାହାକି ତାଙ୍କ ଅଭିନୀତ ଏକମାତ୍ର ଓଡ଼ିଆ କଥାଚିତ୍ର ଥିଲା ।[୧]

ଶୁଭକାନ୍ତ ସାହୁ
Died୨୨ ମାର୍ଚ୍ଚ ୨୦୦୮(୨୦୦୮-୦୩-୨୨)
Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୦୫-୨୦୦୮
Spouseସତ୍ୟଭାମା ସାହୁ
Parentଆରତ ସାହୁ (ବାପା)

ମୃତ୍ୟୁ ସମ୍ପାଦନା

ଶୁଭକାନ୍ତ ୨୦୦୮ ମସିହାର ମାର୍ଚ୍ଚ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରସ୍ଥିତ ଏକ ଭଡ଼ାଘରେ ଫ୍ୟାନ୍‌ରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।[୨] ଝୁଲୁଥିବା ଅବସ୍ଥାରେ ତାଙ୍କୁ ତାଙ୍କର ଘର ମାଲିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।[୩]

ଆଧାର ସମ୍ପାଦନା

  1. "TV star found dead". www.telegraphindia.com (in English). Bhubaneswar. 22 March 2008. Retrieved 12 February 2021.{{cite news}}: CS1 maint: unrecognized language (link)
  2. "Oriya actor Subhakanta Sahu found dead". Zee News (in ଇଂରାଜୀ). 23 March 2008. Retrieved 12 February 2021.
  3. "ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା : ୧୦ ବର୍ଷ ବିତିଗଲା ଖୋଲିଲାନି ରହସ୍ୟ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 11 March 2019. Archived from the original on 14 March 2019. Retrieved 12 February 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା