ଶିବେଲ୍ ଶିବର୍(ଜନ୍ମ୧୩ ଡିସେମ୍ବର,୧୯୬୦)ଜଣେ ତୁର୍କିସ ରାଜନେତ୍ରୀ। ୨୦୧୩ ଜୁନ୍ 13ରୁ ୨ ସେପ୍ଟେମ୍ବର ୨୦୧୩ ଯାଏଁ ଇସ୍ରେନ ସରକାର ଭଙ୍ଗ ସମୟରେ ସେ ଉତ୍ତର ସାଇପ୍ରସରେ ପ୍ରଧାନ ମନ୍ତ୍ରୀ ରୂପେ ଦାଇତ୍ୱ ତୁଲାଇଥଲେ।ସେ ସେହି ପଦବୀ ଗ୍ରହଣ କରିଥିବା ପ୍ରଥମ ନାରୀ ଅଟନ୍ତି।[୧] ନଭେମ୍ବର ୨୦୧୫ରେ ସେ ଉତ୍ତର ସାଇପ୍ରସ ବିଧାନ ସଭାର ମୁଖ୍ୟ ବକ୍ତା ରୂପେ ଦାଇତ୍ୱ ନେଇଥିଲେ।ସେହି ପଦବୀରେ ଆସିଥିବା ସେ ଦ୍ୱିତୀୟ ମହିଳା।[୨]

Sibel Siber
Speaker of the Assembly of the Republic of Northern Cyprus
Assumed office
4 September 2013
ପ୍ରଧାନ ମନ୍ତ୍ରୀÖzkan Yorgancıoğlu
Ömer Kalyoncu
Hüseyin Özgürgün
ପୂର୍ବ ଅଧିକାରୀHasan Bozer
Prime Minister of Northern Cyprus
କାର୍ଯ୍ୟକାଳ
13 June 2013 – 2 September 2013
ରାଷ୍ଟ୍ରପତିDerviş Eroğlu
ପୂର୍ବ ଅଧିକାରୀİrsen Küçük
ପର ଅଧିକାରୀÖzkan Yorgancıoğlu
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-12-13) ୧୩ ଡିସେମ୍ବର ୧୯୬୦ (ବୟସ ୬୩)
Nicosia, Cyprus
ରାଜନୀତିକ ଦଳRepublican Turkish Party
ଶିକ୍ଷାନୁଷ୍ଠାନIstanbul University

ବାଲ୍ୟ ଜୀବନ ସମ୍ପାଦନା

ଶିବେଲ୍ ଶିବର୍ ୧୩ ଡିସେମ୍ବର,୧୯୬୦ରେ ନିକୋଶିଆରେ ଜନ୍ମଗ୍ରହଣ କରିଥିଲେ।[୩]ତାଙ୍କ ବାପା "ଆଲ୍ଟେ ଆଦା଼ଦେମୀର୍" ମେଲୌସିଆ ଗ୍ରାମ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ।ତାଙ୍କ ମା "ଆଏସିଲ ଆଦା଼ଦେମୀର୍" ଜଣେ ଗୃହିଣୀ ଥିଲେ।

ଆଧାର ସମ୍ପାଦନା

  1. http://www.hurriyetdailynews.com/Default.aspx?pageID=238&nid=48659 Turkish Cyprus to see first female prime minister, Hürriyet Daily News, 12 June 2013
  2. "ଆର୍କାଇଭ୍ କପି". Archived from the original on 2013-12-06. Retrieved 2017-03-06. {{cite web}}: Cite has empty unknown parameter: |1= (help)
  3. "KKTC'ye 2 aylığına kadın başbakan". Hürriyet. 12 June 2013. Retrieved 8 November 2015.