ଶିବାନୀ କଟାରିଆ ,  (ଜନ୍ମ ୨୭ ସେପ୍ଟେମ୍ବର ୧୯୯୭ ) ଜଣେ ଭାରତୀୟ ସନ୍ତରଣକାରୀ । ସେ ୨୦୧୬ ମସିହାର ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ବ୍ରାଜିଲର ରିଓ ଠାରେ ପ୍ରତିଯୋଗୀତାରେ ଭାଗନେଇଥିଲେ । ସେ ୨୦୦ ମିଟର ବ୍ୟକ୍ତିଗତ ମହିଳା ବିଭାଗ ସନ୍ତରଣରେ ପ୍ରଥମ ରାଉଣ୍ଡରେ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ । ତାଙ୍କ ନାମରେ ଭାରତୀୟ ଜାତୀୟ ମହିଳା ସନ୍ତରଣ ରେକର୍ଡ ସବୁ ରହିଛି । ସେ କଲମ୍ବୋଠାରେ ୨୦୧୬ ମସିହା ଦକ୍ଷିଣ ଏସିୟା ସନ୍ତରଣ ପ୍ରତିଯୋଗୀତାରେ ମଧ୍ୟ ଭାଗନେଇଥିଲେ । [୧][୨] ୨୦୦୪ ମସିହା ପରେ ସେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ପ୍ରଥମ ମହିଳା ସନ୍ତରଣକାରୀ । .[୩]

ଶିବାନୀ କଟାରିଆ

ଆଧାର  ସମ୍ପାଦନା

  1. "Shivani Shivani". Rio 2016. Archived from the original on August 25, 2016. Retrieved September 25, 2016.
  2. "Women's 200m Freestyle - Standings". Rio 2016. Archived from the original on September 22, 2016. Retrieved September 25, 2016.
  3. Nath, Joshua Arpit (July 30, 2016). "The Story Of Shivani Kataria - India's First Female Olympic Swimmer In 12 Years". The Times of India. Retrieved September 25, 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)