ଶିବନାଥ ନଦୀ
ଶିବନାଥ ନଦୀ ପୂର୍ବ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ସର୍ବବୃହତ ଉପନଦୀ । ଏହା ଛତିଶଗଡ଼ ରାଜ୍ୟର ବିଲାସପୁର ଜିଲ୍ଲାର ଖରଗହନୀ ନାମକ ନାମକ ସ୍ଥାନରେ ମହାନଦୀ ସହ ମିଳିତ ହୁଏ । ଏହା ବିଲୀନ ହେବ ଆଗରୁ ପ୍ରାୟ 290 କିଲୋମିଟର ପଥରେ ପ୍ରବାହିତ ହୋଇଥାଏ ।
ସୃଷ୍ଟି ସ୍ଥଳ
ସମ୍ପାଦନାସମୁଦ୍ର ପତ୍ତନଠାରୁ ୬୨୪ ମିଟର ଉଛରେ ଥିବା ପାନବରସ ପାର୍ବତ୍ୟ ଇଲାକାରୁ ଶିବନାଥ ନଦୀର ପ୍ରବାହ ଆରମ୍ଭ ହେଇଥାଏ । ଏହି ଅଞ୍ଚଳ ଛତିଶଗଡର ରାଜନନ୍ଦଗାଓଁସ୍ଥିତ ଆମ୍ବଗଡ ଚୌକିଠାରେ ଅବସ୍ଥିତ ।
ଗତିପଥ
ସମ୍ପାଦନାଏହି ନଦୀ ଉତ୍ତର ପୂର୍ବ ଦିଗକୁ ପ୍ରବାହିତ ହେଇ 290 କିଲୋମିଟର ଗଲା ପରେ ଶିଭୃନରାୟନ ନାମକ ସ୍ଥାନରେ ମହାନଦୀରେ ପତନ ହୁଏ . [୧][୨][୩] [୪]
ଆଧାର
ସମ୍ପାଦନା- ↑ Trade treaty trauma on nature- River activist apprehends wto air strike in globalised world
- ↑ Shivnath River
- ↑ Hydrology and Water Resources of India by Sharad K. Jain, Pushpendra K. Agarwal, Vijay P. Singh
- ↑ "ଆର୍କାଇଭ୍ କପି". Archived from the original on 2017-10-08. Retrieved 2016-11-02.
{{cite web}}
: Cite has empty unknown parameter:|1=
(help)
This article related to a river in India is a stub. You can help Wikipedia by expanding it. |