ଶିପ୍ରା ନଦୀ

ଭାରତର ଏକ ନଦୀ

ଶିପ୍ରା ନଦୀ , ( ଖିପ୍ରା ମଧ୍ୟ କୁହାଯାଇଥାଏ ) ଏକ ଭାରତୀୟ ନଦୀ ଯାହା ମଧ୍ୟପ୍ରଦେଶରେ ପ୍ରବାହିତ । ଏହି ନଦୀ ଇନ୍ଦୋର ଜିଲ୍ଲାର  ଉଜ୍ଜୈନି ନାମକ ସ୍ଥାନରୁ ନିର୍ଗତ ହୋଇ ମାଳବ ବଳଭୂମିରେ ପ୍ରବାହିତ ହେଇ ଚମ୍ବଲ ନଦୀ ସହ ମଧ୍ୟ ପ୍ରଦେଶ -ରାଜସ୍ଥାନ ସୀମା ପାଖରେ ମନ୍ଦସୌର ଜିଲ୍ଲାରେ ମିଳିତ ହୁଏ । ଧାର୍ମିକ ସହର ଉଜ୍ଜୈନ ପୂର୍ବ ତଟରେ ରହିଛି । ଏଠାରେ ପ୍ରତି 12 ବର୍ଷରେ ସିହ୍ନାଷ୍ଠ ମେଳା ( କୁମ୍ଭ ମେଳା ) ହେଇଥାଏ । ଏହି ମେଳା ଉଜ୍ଜୈନର ନଦୀ ଘାଟରେ ଅନୁଷ୍ଠିତ ହେଇଥାଏ । ନଦୀ କୁଳରେ ଶତାଧିକ ମନ୍ଦିର ଓ ମଠ ମନ ରହିଛି । 

The Shri Ram Ghat on the Shipra River in Ujjain
A puja performed on the banks of the overflowing Shipra River in Ujjain during the summer monsoon.

ଶିପ୍ରା ଏକ ଚିରସ୍ରୋତା ନଦୀ ନୁହେ ।  ପୂର୍ବରୁ ଏହି ନଦୀରେ ପର୍ଯ୍ୟାପ୍ତ ଜଳ ଆସୁଥିଲା । ବାରତାମାନ ବର୍ଷ ଋତୁର କିଛି ମାସ ପରେ ଏହା ସୁଖୀ ଯାଏ । 


.




ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା