ଶାଲିନୀ ଅରୋଡ଼ା

ଭାରତୀୟ ଅଭିନେତ୍ରୀ

ଶାଲିନୀ ଅରୋଡ଼ା (ଜନ୍ମ: ୯ ନଭେମ୍ବର ୧୯୭୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧାରେ ପାପ ଶକ୍ତି ରକ୍ଷିନ୍ଦ୍ରା ଓ ଜୟ ଜବାନ ଜୟ କିଷାନ (୨୦୧୫)ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ ।[୧][୨]

ଶାଲିନୀ ଅରୋଡ଼ା
ଜନ୍ମ (1971-11-09) ୯ ନଭେମ୍ବର ୧୯୭୧ (ବୟସ ୫୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଜୀବନୀ ସମ୍ପାଦନା

ଶାଲିନୀ ୧୯୭୧ ମସିହାର ନଭେମ୍ବର ୯ ତାରିଖରେ ଉତ୍ତର ପ୍ରଦେଶଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୨ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୨ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧା ପାପ ଶକ୍ତି ରକ୍ଷିନ୍ଦ୍ରା
୨୦୦୯-୧୧ ପବିତ୍ର ରିସ୍ତା
୨୦୧୦-୧୧ ଗୀତା ମନୋରମା ଭଗତ
୨୦୧୧-୧୨ ପୁଲୱା ଠାକୁରାଇନ୍
୨୦୧୩ ପବିତ୍ର ବନ୍ଧନ ପିଉସୀ ମାଆ
୨୦୧୪ ମଧୁବାଲା – ଏକ୍ ଇସ୍କ ଏକ୍ ଜୁନୁନ୍ ବିଜଲି ଖୁଶୱାଃ
୨୦୧୫ ଦିୟା ଔର୍ ବାତି ହମ୍‌ ଯଶୋଦା
୨୦୧୬-୧୭ ଏକ୍ ଶ୍ରୀଙ୍ଗାର୍-ସ୍ୱାଭିମାନ୍ ଆଶା ରାଥୋଡ଼
୨୦୧୭ ୱୋଃ ଅପନା ସା ଶ୍ରଦ୍ଧା ଖୁରାନା ଜିନ୍ଦଲ
୨୦୧୮ ଇସ୍କ ସୁଭାନ ଆଲାଃ ସଲମା ବୈଗ ସିଦିକ୍କି
୨୦୧୯ ନଜର୍ ଜୟା ରାଥୋଡ଼ ଖାନ୍ନା
୨୦୨୩-ଏବେଯାଏଁ ତୋସେ ନୈନା ମିଲାଇ କେ ପ୍ରଭା

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ଜମିନ୍
୨୦୦୪ ମୁସ୍କାନ୍
୨୦୧୫ ଜୟ ଜୱାନ ଜୟ କିଷାନ ରାମଦୁଲାରି ଦେବୀ
୨୦୧୬ ଫୁଦ୍ଦୁ

ଆଧାର ସମ୍ପାଦନା

  1. "Shalini Arora". Bollywood Hungama (in ଇଂରାଜୀ). Retrieved 6 October 2021.
  2. "Acting was never on the cards: Shalini Arora". The Times of India. Archived from the original on 3 November 2012. Retrieved 22 March 2014.

ବାହାର ଆଧାର ସମ୍ପାଦନା