ଶାବରୀ ନଦୀ (ତେଲୁଗୁ: శబరి నది) ଗୋଦାବରୀ ନଦୀର ଏକ ମୁଖ୍ୟ ଉପନଦୀ । ଏହା ଭାରତୀୟ ରାଜ୍ୟ ଛତିଶଗଦ , ଓଡ଼ିଶା ଓ ଆନ୍ଧ୍ରା ପ୍ରଦେଶ ଦେଇ ପ୍ରବାହିତ ହୁଏ ଓ ଓଡ଼ିଶାରେ ଏହାକୁ କୋଲାବ ନଦୀ ବୋଲି କୁହାଯାଇଥାଏ । ଏହାର ଉତ୍ପତ୍ତି ସ୍ଥଳ ପୂର୍ବଘାଟ ପର୍ବତ ମାଳାର ପଶ୍ଚିମ ଅଞ୍ଚଳର ଗଡାଣିରୁ 1370 ମିଟର[] ପତ୍ତନ ଉପରୁ  ସ୍ଥାନରୁ ହେଇଥାଏ । ଏହାର ବେସିନ ଅଞ୍ଚଳ ବର୍ଷକୁ ହାରାହାରି 1250 ମିଲିମିଟର ଜଳ ପ୍ରାପ୍ତ ହେଇଥାଏ । ଏହା ଛତିଶଗଦ ଓ ଓଡ଼ିଶା ରାଜ୍ୟର ସୀମା ଦେଇ ଯାଇ ଆନ୍ଧ୍ରା ପ୍ରଦେଶକୁ ପ୍ରବେଶ କଳା ପରେ ଗୋଦାବରୀ[] ସହ ସମ୍ମିଳିତ ହୁଏ । ଓଡ଼ିଶାରେ ଅପର- କୋଲାବ ନାମକ ପ୍ରକଳ୍ପରେ ଏହା ଜଳବିଦ୍ୟୁତ ଉତ୍ପାଦନ କରିବା ସହ ଜଳ ଯୋଗାଣ ପାଇଁ ଜଳାଶୟ ନିର୍ମାଣ ହେଇଛି ।  

ଶାବରୀ (శబరి నది)
River
Sabari river merging into Godavari near Kunavaram
ଦେଶ India
ରାଜ୍ୟ Odisha, Chhattisgarh, Andhra Pradesh
Tributaries
 - left Sileru River, Pateru River
Source Sinkaram hill ranges
 - elevation ୧,୩୭୦ m (୪,୪୯୫ ft)
 - coordinates 18°N 82°E / 18°N 82°E / 18; 82
Mouth Godavari River
 - location Kunavaram, Andhra Pradesh
 - elevation ୨୫.୩ m (୮୩ ft)
 - coordinates 17°34′13″N 81°15′37″E / 17.57028°N 81.26028°E / 17.57028; 81.26028
Length ୪୧୮ km (୨୬୦ mi)
Basin ୨୦,୪୨୭ km2 (୭,୮୮୭ sq mi)

ଏହି ନଦୀର ଗଡାଣି ଖୁବ ତୀବ୍ର ରହୁଥିବାରୁ ଏହା ମାଧ୍ୟମ ଧରଣର ବନ୍ଧ ନିର୍ମାଣ କରି ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଖୁବ ଯୂପଯୋଗୀ ।[][][] ଜୁଆର ନଲ୍ଲା ଦେଇ ଇନ୍ଦ୍ରାବତୀ ନଦୀର ଅତିରିକ୍ତ ବନ୍ୟା ଜଳ ଏହି ନଦୀକୁ ଅଣା ଯାଇପାରିବ । 

ସିଲେରୁ ନଦୀ ( ଯାହା ଉପରେ ମାଛଖଣ୍ଡ ପ୍ରକଳ୍ପ ରହିଛି ) ଏହି ସବାରି ନଦୀର ଏକମୁଖ୍ୟ ଉପନଦୀ । ଏହା ଆନ୍ଧ୍ରା ପ୍ରଦେଶ , ଛତିଶଗଦ ଓ ଓଡ଼ିଶାର ସୀମାର ମିଶ୍ରଣ ଅଞ୍ଚଳରେ ମିଶିଛି । ଏହାର ମଧ୍ୟ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହା ଉପରେ ଅନେକ ମାଧ୍ୟମ ଜଳ ପକଳ୍ପ ବର୍ତ୍ତମାନ ରହିଛି .

ପୁନଶ୍ଚ ଦେଖଣା 

ସମ୍ପାଦନା
  1. ""Godavari river basin map"" (PDF). Archived from the original (PDF) on 2013-10-12. Retrieved 2016-12-01.
  2. "Sabari in spate". Archived from the original on 2013-04-17. Retrieved 2016-12-01.
  3. "Middle Kolab project, Odisha state". Archived from the original on 19 August 2014. Retrieved 23 July 2013.
  4. "PFR studies of Lower Kolab HE project" (PDF). Archived from the original (PDF) on March 3, 2016. Retrieved April 29, 2013.
  5. "CDM application for 25 mw Middle and 12 mw Lower Kolab Hydroelectric Projects" (PDF). Archived from the original (PDF) on April 17, 2021. Retrieved April 29, 2013.