ଶାନ୍ତି ଏକ୍ସପ୍ରେସ

ଶାନ୍ତି ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଦୈନିକ ଟ୍ରେନ ଯାହା ପଶ୍ଚିମ ରେଳବାଇ ତରଫରୁ ଚଳାଚଳ କରିଥାଏ ।  ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରର ଇନ୍ଦୋର ଜଙ୍କସନଠାରୁ ଗୁଜରାଟର ରାଜଧାନୀ ଗାନ୍ଧୀନଗର ପର୍ଯ୍ୟନ୍ତ ଚଳାଚଳ କରେ । ମହାତ୍ମା ଗାନ୍ଧୀଙ୍କ ବାରତା 'ଶାନ୍ତି " ଅନୁସାରେ ଏହାକୁ ଶାନ୍ତି ଏକ୍ସପ୍ରେସ କୁହାଯାଏ । 

Shanti Express
Shanti Express - sleeper class

ଯାତ୍ରାପଥ ଓ ରହଣି  ସମ୍ପାଦନା

ଯାତ୍ରାପଥରେ ଏହି ଟ୍ରେନ ଉଜ୍ଜୈନ , ରତଲାମ ଓ ଅହମଦାବାଦ ଜଙ୍କସନ ସମୂହ ଦେଇ ଯାଇଥାଏ । ଟ୍ରେନଟି ଇନ୍ଦୋର , ଦେବାସ , ରତଲାମ , ଆନନ୍ଦ , ସାବରମତି ଆଦି ଷ୍ଟେସନରେ ରହଣି କରେ । 

କୋଚ ସମୂହ  ସମ୍ପାଦନା

ଏହି ଟ୍ରେନରେ AC ସମେତ ସମୁଦାଯ 18ଟି ବଗି ରହିଥାଏ । 

ଗତି  ସମ୍ପାଦନା

ଏହା ଦୈନିକ ଯାତାୟତ କରିଥାଏ ଓ ଏହାର ହାରାହାରି ବେଗ 50 କିଲୋମିଟର ଘଣ୍ଟା ପ୍ରତି । ଇନ୍ଦୋରରୁ ଅହମଦାବାଦକୁ ଏହା ଏକମାତ୍ର ସିଧାସଳଖ ସଂଯୋଗକାରୀ ଟ୍ରେନ । 


ପୁନଶ୍ଚ ଦେଖଣା  ସମ୍ପାଦନା

  • Ahilyanagari Express
  • Avantika Express
  • Bhopal - Indore Intercity Express
  • Bhopal - Gwalior Intercity Express
  • Bhopal - Bilaspur Express
  • Bhopal Express
  • Bhopal Shatabdi
  • Malwa Express

ଆଧାର  ସମ୍ପାଦନା

ବାହ୍ୟ ଆଧାର  ସମ୍ପାଦନା