ଶାଗୁଫ୍ତା ଅଲ୍ଲୀ

ଭାରତୀୟ ଅଭିନେତ୍ରୀ

ଶାଗୁଫ୍ତା ଅଲ୍ଲୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତୟ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ପୁନର୍ ବିବାହ, ଏକ୍ ବୀର୍ କି ଅରଦାସ... ବୀରା, ଶଶୁରାଲ୍ ସୀମର୍ କା ଏବଂ ସାଥ୍ ନିଭାନା ସାଥିୟା ଆଦି ଧାରାବାହିକରେ ଅଭିନୟ ପାଇଁ ଜଣାଶୁଣା ।[୧][୨] ୨୦୧୮ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେପନାଃରେ ଅଭିନୟ କରିଥିଲେ ।[୩] ଜଣାଶୁଣା ଅଭିନେତା ରଜନୀକାନ୍ତଙ୍କ ସହ ଏକ ତାମିଲ କଥାଚିତ୍ରେ ସେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଛନ୍ତି ।[୪]

ଶାଗୁଫ୍ତା ଅଲ୍ଲୀ‌
ଜନ୍ମ
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ ଧାରାବାହିକ ସମ୍ପାଦନା

  • ୧୯୮୯: ଦର୍ଦ
  • ୧୯୯୦: ଅଗର୍ ଐସା ହୋତା ତୋ
  • ୧୯୯୩-୧୯୯୮: କାନୁନ୍
  • ୧୯୯୩-୧୯୯୮: ପରମ୍ପରା
  • ୧୯୯୩: ଜୁନୁନ୍
  • ୧୯୯୫: ଜି ହରର ଶୋ
  • ୧୯୯୮-୯୯: ସାଁସ୍
  • ୨୦୦୧-୦୫ ଦିଶାୟେଁ
  • ୨୦୦୨-୦୫ ସଞ୍ଜୀବନୀ: ଏ ମେଡିକାଲ୍ ବୁନ୍
  • ୨୦୦୪: ଇସେ କେହେତେ ହୈ ଗୋଲ୍‌ମାଲ୍ ଘର୍
  • ୨୦୦୫-୨୦୧୦: ୱୋ ରେହନେ ୱାଲି ମେହେଲୋଁ କି
  • ୨୦୦୬-୦୮ <i id="mwSA">ଜାରା</i>
  • ୨୦୧୦: ଶଶୁରାଲ୍ ଗେନ୍ଦା ଫୁଲ୍
  • ୨୦୧୧: ଶଶୁରାଲ୍ ସିମର କା
  • ୨୦୧୨-୨୦୧୩: ପୁନର୍ ବିବାହ
  • ୨୦୧୨: ମାଧୁବାଲା - ଏକ ଇଶ୍କ୍ ଏକ୍ ଜୁନୁନ୍
  • ୨୦୧୩-୨୦୧୫: ଏକ ବୀର୍ କି ଅରଦାସ... ବୀରା
  • ୨୦୧୩: ଅଦାଲତ
  • ୨୦୧୬-୨୦୧୭: ସାଥ୍ ନିଭାନା ସାଥିଆ
  • ୨୦୧୮: ବେପାନାଃ

ଅଭିନୀତ କଥାଚିତ୍ର ସମ୍ପାଦନା

  • କାନୁନ୍ ଅପ୍ନା ଆପ୍ନା (୧୯୮୯)
  • ଇନ୍ଦ୍ରଜିତ୍ (୧୯୯୧) |
  • ଜିରାଫ୍ଟ [୫] (୧୯୯୨)
  • କିସମେ କିତ୍‌ନା ହୈ ଦମ୍ (୧୯୯୨)
  • ଗରଦିସ୍ (୧୯୯୩)
  • ଗଙ୍ଗା ଜାମୁନା କି ଲଲ୍‌କାର (୧୯୯୧)
  • ଅଜୋବା (୧୯୯୧)
  • ଆଇ ଲଭ୍ ଇଣ୍ଡିଆ (୧୯୯୩)
  • ଉଜାଇପାଲି (୧୯୯୩)
  • ହିରୋ ନମ୍ବର ୱାନ୍ (୧୯୯୭)
  • ମେହେନ୍ଦୀ (୧୯୯୮)
  • ସିର୍ଫ୍ ତୁମ୍ (୧୯୯୯) |
  • ଇଣ୍ଟରନ୍ୟାସନାଲ୍ ଖିଲାଡ଼ି (୧୯୯୯) |
  • ଗ୍ୟାଙ୍ଗ୍ (୨୦୦୦)
  • ଇସି ଲାଇଫ୍ ମେଁ (୨୦୧୦)
  • ମାଇଁ ଫାଦର୍ ଗଡ୍‌ଫାଦର୍ (୨୦୧୪)
  • ଲୈଲା ମଜନୁ (୨୦୧୮)

ଆଧାର ସମ୍ପାଦନା

  1. "Shagufta Ali in "Punar Vivah"". The Times of India.
  2. "Shagufta Ali: Working on TV is gadha mazdoori". The Times of India.
  3. "Shagufta Ali to enter 'Bepannaah'". The Times of India.
  4. "Who Is Shagufta Ali And Why She Is Trending on Social Media?". News18 (in ଇଂରାଜୀ). 2021-07-10. Retrieved 2023-06-21.
  5. "Giraft (1992)". The A.V. Club (in ଇଂରାଜୀ). Retrieved 2023-04-07.

ବାହାର ଲିଙ୍କ୍ ସମ୍ପାଦନା