ଶାଇନି ଦୀକ୍ଷିତ

ଭାରତୀୟ ଅଭିନେତ୍ରୀ

ଶାଇନି ଦୀକ୍ଷିତ (ଜନ୍ମ: ୫ ଡିସେମ୍ବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ ।[] ଯୋଦ୍ଧା ଆକବର, ପ୍ୟାରା କୋ ହୋ ଜାନେ ଦୋ, ଲାଜୱନ୍ତିଜିନ୍ଦେଗୀ କି ମେହେକ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ପାଇଁ ସେ ଜଣାଶୁଣା ।[][]

ଶାଇନି ଦୀକ୍ଷିତ
ଜନ୍ମ (1991-12-05) ୫ ଡିସେମ୍ବର ୧୯୯୧ (ବୟସ ୩୩)
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୩ – ଏବେଯାଏଁ
ପ୍ରସିଦ୍ଧିଗନ୍ଦି ବାତ୍, ତଡ଼ପ୍- ୧, ୨ ଓ ୩

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୫ ହେଟ୍ ଷ୍ଟୋରୀ ୩ ଆଦିତ୍ୟ ଦିୱାନଙ୍କ ସେକ୍ରେଟ୍ରୀ ହିନ୍ଦୀ

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ

ସମ୍ପାଦନା
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୧୩-୨୦୧୫ ଯୋଦ୍ଧା ଆକବର ବେଲା ଜୀ ଟିଭି
୨୦୧୬ ପ୍ୟାର୍ କୋ ହୋ ଜାନେ ଦୋ ନୈନା ସୋନି ଟିଭି
ଲାଜୱନ୍ତି[] ଇନ୍ଦୁ ଜୀ ଟିଭି
୨୦୧୬–୨୦୧୮ ଜିନ୍ଦେଗୀ କି ମେହେକ ନେହାଲ ଜୀ ଟିଭି []
୨୦୧୯ ଫୁଃ ସେ ଫାଣ୍ଟାସି (ୱେବ୍ ଶୋ) ମଞ୍ଜରୀ ଭୁଟ୍
ତଡ଼ପ-୧, ୨ ଓ ୩ ମାଧବୀ ଉଲ୍ଲୁ ଅରିଜିନାଲ୍
୨୦୨୦ ତେରା କ୍ୟା ହୋଗା ଆଲିଆ କାବ୍ୟା କ୍ଲିଣ୍ଟନ ସୋନି ସବ୍

ଅଭିନୀତ ୱେବ୍ ସିରିଜ୍

ସମ୍ପାଦନା
ବର୍ଷ ସିରିଜ୍ ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୧୯ ଗନ୍ଦି ବାତ୍ (ସିଜିନ୍ ୧) ହର୍‌ପ୍ରୀତ ୨ ଅଲ୍ଟ ବାଲାଜୀ ଜୀ୫
ଜୁନୁନ୍-ଇ-ଇସ୍ ଶୀତଲ ପ୍ରାଇମ୍‌ଫ୍ଲିକ୍ସ
୨୦୨୦ କଲ୍ ସେଣ୍ଟର୍ ରୋଜି ଉଲ୍ଲୁ
୨୦୨୨ ସୁଲତାନ[] ବିନ୍ନି
  1. "Shiny Dixit Instagram Photos Height Weight Age & More". sfwfun. Archived from the original on 2022-11-10. Retrieved 2020-12-12.
  2. Team, Tellychakkar. "Shiny Dixit in Zee TV's Lajwanti". Retrieved 2016-10-05.
  3. "Zindagi Ki Mahek Cast, Story, Photos, Repeat Time". alltvserials.com. Archived from the original on 2016-10-06. Retrieved 2016-10-05.
  4. "Lajwanti - Episode 7 - October 6, 2015 - Full Episode". zee5.com. Retrieved 2018-11-04.
  5. "Ullu actress names". ulluactressnames.wiki. Retrieved 2016-10-05.
  6. "Sultan Web Series Cast, Actress Name, Release Date & Watch Online 2022 - Filmy Cockroach" (in ଆମେରିକୀୟ ଇଂରାଜୀ). 2022-10-28. Archived from the original on 2023-03-17. Retrieved 2022-10-29.

ବାହାର ଲିଙ୍କ୍

ସମ୍ପାଦନା