ଶବ୍ଦ (ପଦ)
ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।[୧] ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
ତତ୍ସମସମ୍ପାଦନ କରନ୍ତୁ
ଅର୍ଦ୍ଧତତ୍ସମସମ୍ପାଦନ କରନ୍ତୁ
ତଦ୍ଭବସମ୍ପାଦନ କରନ୍ତୁ
ଦେଶଜସମ୍ପାଦନ କରନ୍ତୁ
ବୈଦେଶିକସମ୍ପାଦନ କରନ୍ତୁ
ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।
ରୂଢ଼ ଶବ୍ଦସମ୍ପାଦନ କରନ୍ତୁ
ଯୌଗିକ ଶବ୍ଦସମ୍ପାଦନ କରନ୍ତୁ
ଯୋଗରୂଢ଼ ଶବ୍ଦସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୭୫୬୪