ଲୌରା ବେଟସ
ଲୌରା ବେଟସ ବି.ଈ. ଏମ (ଜନ୍ମ : 27 ଜୁନ 1986) ଏକ ବ୍ରିଟିଶ ନାରୀବାଦୀ ଲେଖକ ଅଟନ୍ତି । ସେ ଏପ୍ରିଲ 2012 ମସିହାରେ "ଏଭ୍ରିଡେ ସେକ୍ସିଜିମ ପ୍ରୋଜେକ୍ଟ ୱେବସାଇଟ"ର ସ୍ଥାପନା କରିଥିଲେ । ତାଙ୍କର ପ୍ରଥମ ପୁସ୍ତକ , "ଏଭ୍ରିଡେ ସେକ୍ସିଜିମ" 2014 ମସିହାରେ ପ୍ରକାଶିତ ହୋଇଥିଲା ।
ଲୌରା ବେଟସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୭ ଅଗଷ୍ଟ ୧୯୮୬ |
ଭାଷା | ଇଂରାଜୀ |
ଜାତୀୟତା | ବ୍ରିଟିଶ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜନ୍ସ କଲେଜ |
ଶୈଳୀ | ନାରୀବାଦ |
ସାହିତ୍ୟ କୃତି | ଏବ୍ରୀଡ଼ ସୌକାଶୀଯମ Girl Up |
ପୁରସ୍କାର | ଲୌଙ୍ଗିକ ସମାନତା ପାଇଁ ସେବା କରିବା ଲାଗି (ବ୍ରିଟିଶ ସାମ୍ରାଜ୍ୟ ପଦକ) |
ଜୀବନସାଥୀ | Nick Taylor |
ୱେବସାଇଟ | |
Everyday Sexism Project |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଲୌରା ବେଟସଙ୍କ ଜନ୍ମ (ଅକ୍ସଫୋର୍ଡ)ରେ ହୋଇଥିଲା । ତାଙ୍କ ମା' ପ୍ରେଞ୍ଚ ପଢ଼ାଉଥିଲେ ଏବଂ ପିତା ଜଣେ ଚିକିତ୍ସାକ ଥିଲେ ।ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଛୋଟ ଭାଈ ଥିଲେ । ତାଙ୍କର ମାତା-ପିତା ଉଭୟ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେଇଥିଲେ । [୧] ବେଟସ "ସେଣ୍ଟ ଜନ୍ସ କଲେଜ"ରେ ଇଂରାଜୀ ସାହିତ୍ୟ ପଢ଼ିଲେ ଏବଂ କୌମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ 2007 ମସିହାରେ ସ୍ନାତକ ଶେଷ କଲେ । ବେଟସ, କୌମ୍ବ୍ରିଜରେ ଅଢେଇ ବର୍ଷ ରହିଥିଲେ ଏବଂ ସେ ମନୋବିଜ୍ଞାନ ସୁସନ କୁଇଲିୟମ ପାଇଁ କାମ କରିଥିଲେ ।
ଲୌରା ବେଟସ 2014 ମସିହାରେ "ନିକ ଟେଲର"ଙ୍କୁ ବିବାହ କରିଥିଲେ ।[୨]
ପ୍ରକାଶନ
ସମ୍ପାଦନା2013 Shakespeare Saved My Life: Ten Years in Solitary with the Bard - Sourcebooks ISBN 1402273142
2014 Everyday Sexism - Simon & Schuster ISBN 1471131572
2016 Girl Up - Simon & Schuster ISBN 9781471149504
ଆଧାର
ସମ୍ପାଦନା- ↑ Bates, Hannah (12 April 2014). "Rape threats, groping and perverts – Everyday Sexism: why Laura Bates is shouting back". The Daily Telegraph. Retrieved 26 January 2016.
- ↑ Bates, Laura (28 June 2014). "How to have a feminist wedding". The Guardian.