ଲୋରାଟାଡାଇନ

ଲୋରାଟାଡାଇନ, ଏକ ପ୍ରକାର ବ୍ରାଣ୍ଡ ନାମ କ୍ଲାରିଟିନ୍, ଏକ ଔଷଧ ଯାହା ଆଲର୍ଜି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ |

 

ଲୋରାଟାଡାଇନ
Clinical data
Trade namesClaritin, Claratyne, Clarityn, others
AHFS/Drugs.commonograph
MedlinePlusa697038
data
Pregnancy
category
Routes of
administration
By mouth
Drug classSecond-generation antihistamine
ATC code
Legal status
Legal status
Pharmacokinetic data
Bioavailabilityalmost 100%
Protein binding97–99%
Metabolismliver (CYP2D6- and 3A4-mediated)
Elimination half-life8 hours, active metabolite desloratadine 27 hours
Excretion40% as conjugated metabolites into urine
Similar amount into the feces
Identifiers
  • Ethyl 4-(8-chloro-5,6-dihydro-11H-benzo[5,6]cyclohepta[1,2-b]pyridin-11-ylidene)-1-piperidinecarboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.120.122 Edit this at Wikidata
Chemical and physical data
FormulaC22H23ClN2O2
Molar mass୩୮୨.୮୯ g·mol−1
3D model (JSmol)
  • O=C(OCC)N4CC/C(=C2/c1ccc(Cl)cc1CCc3cccnc23)CC4
  • InChI=1S/C22H23ClN2O2/c1-2-27-22(26)25-12-9-15(10-13-25)20-19-8-7-18(23)14-17(19)6-5-16-4-3-11-24-21(16)20/h3-4,7-8,11,14H,2,5-6,9-10,12-13H2,1H3 checkY
  • Key:JCCNYMKQOSZNPW-UHFFFAOYSA-N checkY
 ☒NcheckY (what is this?)  (verify)

ଲୋରାଟାଡାଇନ, ଏକ ପ୍ରକାର ବ୍ରାଣ୍ଡ ନାମ କ୍ଲାରିଟିନ୍, ଏକ ଔଷଧ ଯାହା ଆଲର୍ଜି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଏହା ଆଲର୍ଜିକ ନାକ ପ୍ରଦାହ ଏବଂ ହାଇଭ୍‌ସ ନିମନ୍ତେ ମଧ୍ୟ ଦିଆଯାଏ | [] ଏକ ଡିକଞ୍ଜେଷ୍ଟାଣ୍ଟ ସୁଡୋଏଫିଡ୍ରନ ସହିତ ମିଳିତ ଭାବରେ ଉପଲବ୍ଧ ଯାହା ଲୋରାଟାଡାଇନ/ସୁଡୋଏଫିଡ୍ରନ ନାମରେ ବିକ୍ରି ହୁଏ । [] ଏହା ପାଟିରେ ଦିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ଶୁଖିଲା ପାଟି ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ବିରଳ ଥାଏ ଏବଂ ଏଥିରେ ଆଲର୍ଜି ପ୍ରତିକ୍ରିୟା, ବାତ ଏବଂ ଯକୃତ ସମସ୍ୟା ଉତ୍ପନ୍ନ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ କିନ୍ତୁ ଏହାର ଅଧିକ ଅଧ୍ୟୟନ କରାଯାଇ ନାହିଁ | [] ଦୁଇ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହା ସୁପାରିଶ କରାଯାଏ ନାହିଁ | [] ଏହା ଦ୍ୱିତୀୟ ପିଢ଼ୀ ଆଣ୍ଟିହିଷ୍ଟାମିନ ଔଷଧ ପରିବାରରେ ଅଛି | []

ଲୋରାଟାଡାଇନ ୧୯୮୦ ମସିହାରେ ପେଟେଣ୍ଟ ହୋଇ ୧୯୮୮ରେ ବଜାରରେ ମିଳିଲା [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରେ ଲିପିବଦ୍ଧ ଅଛି ।[]ଏହା ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ବିକାଶଶୀଳ ଦେଶମାନଙ୍କରେ ୨୦୧୫ ମସିହାର ଏହାର ହୋଲସେଲ୍ ମୂଲ୍ୟ ୦।୦୧-୦।୦୬ ଡଲାର ଥିଲା ।[୧୦] ଯୁକ୍ତରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ | [] ୨୦୧୭ ମସିହାରେ ଏହା ଆମେରିକାରେ ୫୯ତମ ସାଧାରଣ ଔଷଧ ଥିଲା, ଯାହାର ବାର ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୧] [୧୨]

  1. "Loratadine Use During Pregnancy". Drugs.com. 10 February 2020. Retrieved 10 April 2020.
  2. "Clarityn Allergy 10mg Tablets (P & GSL) - Patient Information Leaflet (PIL)". (emc). 30 August 2019. Archived from the original on 10 April 2020. Retrieved 10 April 2020.
  3. ୩.୦ ୩.୧ ୩.୨ "Loratadine". The American Society of Health-System Pharmacists. Archived from the original on 21 December 2016. Retrieved 8 December 2016.
  4. ୪.୦ ୪.୧ ୪.୨ ୪.୩ ୪.୪ "Loratadine". The American Society of Health-System Pharmacists. Archived from the original on 21 December 2016. Retrieved 8 December 2016.
  5. "Clarityn Allergy 10mg Tablets (P) - Summary of Product Characteristics (SmPC) - (eMC)". www.medicines.org.uk. 7 October 2015. Archived from the original on 20 December 2016. Retrieved 13 December 2016.
  6. "Loratadine Use During Pregnancy". www.drugs.com. Archived from the original on 21 December 2016. Retrieved 13 December 2016.
  7. "Clarityn Allergy 10mg Tablets (P) - Summary of Product Characteristics (SmPC) - (eMC)". www.medicines.org.uk. 7 October 2015. Archived from the original on 20 December 2016. Retrieved 13 December 2016.
  8. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 549. ISBN 9783527607495.
  9. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  10. "Loratadine". International Drug Price Indicator Guide. Archived from the original on 1 August 2018. Retrieved 1 June 2018.
  11. "The Top 300 of 2020". ClinCalc. Retrieved 11 April 2020.
  12. "Loratadine - Drug Usage Statistics". ClinCalc. Retrieved 11 April 2020.