ଲୋମ୍ଭାରେନ ଭାଷା
ଲୋମ୍ଭାରେନ (ଆରମେନିଆନ: Լոմավրեն lomavren)ଏକ ଅବଲୁପ୍ତ ପ୍ରାୟ ମିଶ୍ରିତ ଭାଷା ।ଏହାକୁ ପ୍ରାଚୀନ "ଲୋମ " ଜନଜାତିର ଲୋକମାନେ ବ୍ୟବହାର କରୁଥିଲେ ।[୩] ଏହା ରୋମାନି ଓ ଡୋମାରୀ ଭାଷାର ମିଳିତ ପ୍ରଭାବରେ ସୃଷ୍ଟି ହେଇଥିଲା ଓ ଏଥିରେ ଆର୍ମେନିଆ ଭାଷାର ପ୍ରଭାବ ମଧ୍ୟ ରହିଥିଲା ।
Lomavren | |
---|---|
Native to | Armenia, Syria, Azerbaijan, Russia[୧] |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୨] |
ଭାଷା କୋଡ୍ | |
ISO ୬୩୯-୩ | rmi |
ନାମ ସମ୍ପାଦନା
ଭାଷାକୁ ବୋସା ବା ବୋଷା ମଧ୍ୟ କୁହାଯାଇଥାଏ ।
ଭାଷା ବୈଶିଷ୍ଟ ସମ୍ପାଦନା
ଏହି ଭାଷାରେ ବ୍ୟାକରନଗତ ଲିଙ୍ଗଭେଦ ନ ଥାଏ । ଏହାର ବ୍ଯାକରଣ ଆର୍ମେନିଆ ଭାଷାର ଏରଜିଆମ ଉପଭାଷା ସହିତ ସାମଞ୍ଜସ୍ଯ ରହିଥାଏ । କିନ୍ତୁ ଏଥିରେ ବାକ୍ୟ ଗଠନ ଶୈଳୀ ସ୍ୱତନ୍ତ୍ରତା ବଜାୟ ରଖିଥାଏ । ଛାଞ୍ଚ:Rom-Dom numerals ଛାଞ୍ଚ:Romani languages
ଆଧାର ସମ୍ପାଦନା
- ↑ The Lomavren Language - Linguist list
- ↑ Lomavren at Ethnologue (18th ed., 2015)
- ↑ [୧] Archived 2015-04-02 at the Wayback Machine. Encyclopedia Iranica