ଲୋଫେକ୍ସିଡାଇନ
ଲୋଫେକ୍ସିଡାଇନ (ଇଂରାଜୀ ଭାଷାରେ Lofexidine), ଅନ୍ୟମାନଙ୍କ ମଧ୍ୟରେ ଲୁକେମିରା ଏହାର ଏକ ବିକ୍ରୟ ନାମ, ହେଉଛି ଓପିଓଏଡ ପ୍ରତ୍ୟାହାର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ବୁପ୍ରେନର୍ଫିନ ପରି ପ୍ରଭାବଶାଳୀ ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୩] ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଗଲା ପରେ ଧୀରେ ଧୀରେ ବନ୍ଦ କରିଦେବା ଉଚିତ ।[୨] [୧]
Clinical data | |
---|---|
Trade names | Britlofex, Lucemyra, Kai Er Ding, others |
Synonyms | Lofexidine hydrochloride |
AHFS/Drugs.com | monograph |
Pregnancy category |
|
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | >90% |
Protein binding | 80–90% |
Metabolism | Liver (glucuronidation) |
Elimination half-life | 11 hours |
Excretion | Kidney |
Identifiers | |
| |
Chemical and physical data | |
Formula | C11H12Cl2N2O |
Molar mass | ୨୫୯.୧୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମନ୍ଥର ହୃଦସ୍ପନ୍ଦନ, ନିଦ୍ରାଳୁ ଭାବ ଏବଂ ଶୁଖିଲା ପାଟି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ α<sub id="mwHw">୨</sub> ଆଡ୍ରେନର୍ଜିକ ରିସେପ୍ଟର ଆଗୋନିଷ୍ଟ ।[୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୋଫେକ୍ସିଡାଇନ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୦.୧୮ ମିଗ୍ରା ବିଶିଷ୍ଟ ୮୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୦୦ ଡଲାର ଥିଲା ।[୪] ସମତୁଲ ଔଷଧ କ୍ଲୋନିଡିନର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ ।[୨] ୧୦୨୧ ମସିହା ସୁଦ୍ଧା ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନଥିଲା ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 526. ISBN 978-0857114105.
- ↑ ୨.୦ ୨.୧ ୨.୨ Bryce, Carl (15 March 2019). "Lofexidine (Lucemyra) for Treatment of Opioid Withdrawal Symptoms". American Family Physician. 99 (6): 392–394. ISSN 0002-838X. Archived from the original on 5 March 2021. Retrieved 24 November 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Lofexidine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 24 November 2021.
- ↑ "Lucemyra Prices, Coupons & Savings Tips - GoodRx". GoodRx. Retrieved 24 November 2021.