ଲୈଲା ସେଠ୍ (୨୦ ଅକ୍ଟୋବର ୧୯୩୦ - ୫ ମଇ ୨୦୧୭) ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ନ୍ୟାୟାଧୀଶ ଥିଲେ ଓ ୫ ଅଗଷ୍ଟ ୧୯୯୧ରେ ପ୍ରଥମ ମହିଳା ଭାବେ ଏକ ରାଜ୍ୟର ପ୍ରଧାନ ବିଚାରପତି ହୋଇଥିଲେ ।[୧] ସେ ବିଭିନ୍ନ ତଦନ୍ତ କମିଶନ୍‌ର ଅନ୍ତର୍ଭୁକ୍ତ ଥିଲେ, ଯେଉଁଥିରେ; ବିସ୍କୁଟ୍ ବାରନ୍' ରାଜନ୍ ପିଲାଇଙ୍କ ମୃତ୍ୟୁ ମଧ୍ୟ ଥିଲା ଓ ସେ ୨୦୧୨ ଗଣ-ଧର୍ଷଣ ମାମଲାରେ ୩ ଜଣିଆ ଜଷ୍ଟିସ୍ ବର୍ମା କମିଟିରେ ମଧ୍ୟ ସଦସ୍ୟ ଥିଲେ । ସେ ୧୯୯୭ରୁ ୨୦୦୦, ଭାରତର ୧୫ତମ ଆଇନ୍ କମିଶନ୍‌ର ସଦସ୍ଯ ଥିଲେ ଓ ଯୌଥ ହିନ୍ଦୁ ପରିବାରରେ ଝିଅମାନଙ୍କର ସମ୍ପତି ଉପରେ ସମାନ ଅଧିକାର ଦାବିକୁ ଗ୍ରହଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।[୨]

ସମ୍ମାନନୀୟ ନ୍ୟାୟାଧୀଶ

ଲୈଲା ସେଠ୍
୨୦୧୧ରେ ସେଠ୍
୮ମ ମୁଖ୍ୟ ନ୍ୟାୟାଧୀଶ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୫ ଅଗଷ୍ଟ ୧୯୯୧ – ୨୦ ଅକ୍ଟୋବର ୧୯୯୨
ପୂର୍ବ ଅଧିକାରୀପିସିବି ମେନନ୍
ପର ଅଧିକାରୀଶଶୀ କାନ୍ତ ସେଠ୍
ନ୍ୟାୟାଧୀଶ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୫ ଜୁଲାଇ ୧୯୭୮ – ୪ ଅଗଷ୍ଟ ୧୯୯୧
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-10-20)୨୦ ଅକ୍ଟୋବର ୧୯୩୦
ଲକ୍ଷ୍ନୌ, ୟୁନାଇଟେଡ୍ ପ୍ରୋଭିନ୍‌ସ, ବ୍ରିଟିଶ୍ ଭାରତ
ମୃତ୍ୟୁ୫ ମଇ ୨୦୧୭(2017-05-05) (ବୟସ ୮୬)
ନୋଏଡା, ଭାରତ
ଜାତୀୟତାଭାରତୀୟ
ଜୀବନ ସାଥୀପ୍ରେମ ନାଥ ସେଠ
ସନ୍ତାନ୩; including Vikram
ଶିକ୍ଷାନୁଷ୍ଠାନଲଣ୍ଡନ
ବୃତ୍ତିନ୍ୟାୟାଧୀଶ

ଆଧାର ସମ୍ପାଦନା

  1. "5th August 1991: Justice Leila Seth Becomes the First Indian Woman Chief Justice of a state High Court".
  2. Perappadan, Bindu Shajan (2017-05-06). "Leila Seth, Delhi High Court's first woman judge, passes away". The Hindu (in Indian English). ISSN 0971-751X. Retrieved 2017-11-25.