ଲେନିଓଲିସିବ

ଏହା ଆକ୍ଟିଭେଟେଡ ଫସଫୋଇନୋସିଟାଇଡ ୩-କାଇନେଜ ଡେଲଟା ସିଣ୍ଡ୍ରୋମ (ଏପିଡିଏସ/ APDS) ରୋଗର କିତ୍ସା ପାଇଁ ବ୍ୟବହୃତ ହୁଏ

ଲେନିଓଲିସିବ (ଇଂରାଜୀ ଭାଷାରେ Leniolisib) ଜୋଏଞ୍ଜା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସକ୍ରିୟ ବା ଆକ୍ଟିଭେଟେଡ ଫସଫୋଇନୋସିଟାଇଡ ୩-କାଇନେଜ ଡେଲଟା ସିଣ୍ଡ୍ରୋମ (ଏପିଡିଏସ/ APDS) ରୋଗର କିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଅତି କମରେ 12 ବର୍ଷର ଲୋକଙ୍କଠାରେ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ଲେନିଓଲିସିବ
Clinical data
Trade namesJoenja
SynonymsCDZ173
data
Pregnancy
category
Routes of
administration
By mouth[]
Legal status
Legal status
Chemical and physical data
FormulaC21H25F3N6O2
Molar mass୪୫୦.୪୭ g·mol−1
3D model (JSmol)
  • CCC(=O)N1CC[C@@H](C1)NC1=C2CN(CCC2=NC=N1)C1=CN=C(OC)C(=C1)C(F)(F)F
  • InChI=1S/C21H25F3N6O2/c1-3-18(31)30-6-4-13(10-30)28-19-15-11-29(7-5-17(15)26-12-27-19)14-8-16(21(22,23)24)20(32-2)25-9-14/h8-9,12-13H,3-7,10-11H2,1-2H3,(H,26,27,28)/t13-/m0/s1
  • Key:MWKYMZXCGYXLPL-ZDUSSCGKSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ସାଇନୁସାଇଟିସ୍ ଏବଂ ଆଟୋପିକ ଡର୍ମାଟାଇଟିସ ହୋଇପାରେ ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ | [] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[] ଏହା ଏକ କାଇନେଜ ଇନହିବିଟର ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଲେନିଓଲିସିବ ଅନୁମୋଦିତ ହୋଇଥିଲା ।[] ଏହା ୨୦୨୦୨ରେ ୟୁରୋପରେ ଏକ ଅନାଥ ଔଷଧର ନାମରେ ଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହା ପିଛା ଏକ ବର୍ଷରେ ପ୍ରାୟ ୫୫୦,୦୦୦ ଡଲାର ଖର୍ଚ୍ଚ ହୁଏ ।[] ଏପିଡିଏସ ପାଇଁ ଏହା ପ୍ରଥମ ଔଷଧ ।

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ଆଧାର ଭୁଲ: ଅଚଳ <ref> ଚିହ୍ନ; PI2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "EU/3/20/2339". European Medicines Agency (in ଇଂରାଜୀ). 12 February 2021. Archived from the original on 8 July 2022. Retrieved 22 June 2023.
  3. "Leniolisib Prices, Coupons & Savings Tips - GoodRx". www.goodrx.com. Retrieved 22 June 2023.