ଲେନାକାପାଭିର
ଲେନାକାପାଭିର (ଇଂରାଜୀ ଭାଷାରେ Lenacapavir), ବିକ୍ରୟ ନାମ ସନଲେଙ୍କା, ହେଉଛି ଆଣ୍ଟିରେଟ୍ରୋଭୁତାଣୁ ଶ୍ରେଣୀର ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।[୩] ଔଷଧ ପ୍ରତିରୋଧକ ରୋଗରେ ଏହା ଅନ୍ୟାନ୍ୟ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୫] ଏହା ପାଟିରେ ଦେବା ଆରମ୍ଭ ହୁଏ ଏବଂ ବର୍ଷକୁ ଦୁଇଥର ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
Clinical data | |
---|---|
Trade names | Sunlenca |
Synonyms | GS-CA1, GS-6207 |
AHFS/Drugs.com | monograph |
data |
|
Routes of administration | By mouth, subcutaneous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C39H32ClF10N7O5S2 |
Molar mass | ୯୬୮.୨୮ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦେଇଥିବା ସ୍ଥାନରେ ପ୍ରତିକ୍ରିୟା ଏବଂ ଅଇ ହୁଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନର୍ନିର୍ମାଣ ସିଣ୍ଡ୍ରୋମ (immune reconstitution syndrome) ହୋଇପାରେ ।[୫] ଗର୍ଭଧାରଣରେ ସମୟରେ ଏହି ଔଷଧଦ୍ୱାରା କୌଣସି କ୍ଷତି ହେବାର ପ୍ରମାଣ ଅଦ୍ୟାପି ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୫] ଏହା ଏକ କ୍ୟାପସିଡ ଇନହିବିଟର ଏବଂ ଭୂତାଣୁ ଜୀବନ ଚକ୍ରରେ ଏକାଧିକ ପଦକ୍ଷେପରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ ।[୫]
୨୦୨୨ ମସିହାରେ ୟୁରୋପ, କାନାଡା ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଲେନାକାପାଭିର ଅନୁମୋଦନ କରାଯାଇଥିଲା ।[୩] [୫] [୧] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରଥମ ବର୍ଷ ପ୍ରାୟ ୪୨,୨୫୦ ଡଲାର ଥିଲା ଏବଂ ୨୦୨୨ରୁ ପ୍ରତିବର୍ଷ ୩୯,୦୦୦ ଡଲାର ଅଛି ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Sunlenca Product information". Health Canada. 25 April 2012. Archived from the original on 15 January 2023. Retrieved 23 December 2022.
- ↑ "Sunlenca Product information". Health Canada. 25 April 2012. Archived from the original on 15 January 2023. Retrieved 23 December 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Sunlenca EPAR". European Medicines Agency (EMA). 22 June 2022. Archived from the original on 26 August 2022. Retrieved 25 August 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
- ↑ "Archive copy" (PDF). Archived (PDF) from the original on 2023-01-15. Retrieved 2022-12-23.
{{cite web}}
: CS1 maint: archived copy as title (link) - ↑ ୫.୦ ୫.୧ ୫.୨ ୫.୩ ୫.୪ "DailyMed - SUNLENCA- lenacapavir sodium tablet, film coated SUNLENCA- lenacapavir sodium kit". dailymed.nlm.nih.gov. Archived from the original on 21 January 2023. Retrieved 1 February 2023.
- ↑ "FDA Approves First-in-Class Drug for HIV". Medscape (in ଇଂରାଜୀ). Archived from the original on 31 December 2022. Retrieved 1 February 2023.