ଲୁଟେଟିଅମ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ

ଲୁଟେଟିଅମ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ, (ଇଂରାଜୀ ଭାଷାରେ Lutetium (177Lu) vipivotide tetraxetan), ପ୍ଲୁଭିକ୍ଟୋ ଏହାର ଏକ ବେପାର ନାମ, ହେଉଛି ଏକ ରେଡିଓଆକ୍ଟିଭ୍ ଔଷଧ ଯାହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟର (mCRPC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ପ୍ରୋଷ୍ଟେଟ୍-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନ୍ (PSMA) -ପଜିଟିଭ୍ ଅଟେ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।

Lutetium (177Lu) vipivotide tetraxetan
Clinical data
Trade namesPluvicto
Synonyms177Lu-PSMA-617, Lutetium Lu 177 vipivotide tetraxetan (USAN US)
data
Routes of
administration
Intravenous
Drug classRadiopharmaceutical
Legal status
Legal status
Chemical and physical data
3D model (JSmol)
  • [177Lu+3].OC(=O)CC[C@H](NC(=O)N[C@@H](CCCCNC(=O)[C@H](Cc1ccc2ccccc2c1)NC(=O)[C@@H]3CC[C@@H](CNC(=O)CN4CCN(CC(=O)[O-])CCN(CC(=O)[O-])CCN(CC(=O)[O-])CC4)CC3)C(=O)O)C(=O)O
  • InChI=1S/C49H71N9O16.Lu/c59-40(28-55-17-19-56(29-42(62)63)21-23-58(31-44(66)67)24-22-57(20-18-55)30-43(64)65)51-27-32-8-12-35(13-9-32)45(68)52-39(26-33-10-11-34-5-1-2-6-36(34)25-33)46(69)50-16-4-3-7-37(47(70)71)53-49(74)54-38(48(72)73)14-15-41(60)61;/h1-2,5-6,10-11,25,32,35,37-39H,3-4,7-9,12-24,26-31H2,(H,50,69)(H,51,59)(H,52,68)(H,60,61)(H,62,63)(H,64,65)(H,66,67)(H,70,71)(H,72,73)(H2,53,54,74);/q;+3/p-3/t32-,35-,37-,38-,39-;/m0./s1/i;1+2
  • Key:RSTDSVVLNYFDHY-BGOLSCJMSA-K

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଶୁଖିଲା ପାଟି, ଅଇ, କମ୍ ହେମୋଗ୍ଲୋବିନ, ଖାଦ୍ୟ ରୁଚି କମିବା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ସଂସ୍ପର୍ଶ, ଅସ୍ଥି ମଜ୍ଜା ଦମନ, ବନ୍ଧ୍ୟାକରଣ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ପୁରୁଷମାନେ ଗର୍ଭବତୀ ସହିତ ସହଭାଗୀ ହେଲେ ଶିଶୁର କ୍ଷତି ହୋଇପାରେ ।[] ଭିପିଭୋଟାଇଡ ଟେଟ୍ରାକ୍ସେଟାନ ପିଏସଏମଏ (PSMA) ଅଭିବ୍ୟକ୍ତ ଅର୍ବୁଦ କୋଷ ସହିତ ସଂଯୁକ୍ତ ହୁଏ ଓ ବାନ୍ଧୁଥିବା ବେଳେ ସଂଲଗ୍ନ ହୋଇଥିବସ 177Lu ବିଟା କଣିକା ବିକିରଣ ଦ୍ୱାରା କୋଷଗୁଡ଼ିକୁ ନଷ୍ଟ କରିଥାଏ ।

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୁଟେଟିଅମ୍ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ ଅନୁମୋଦିତ ହୋଇଥିଲା ।[] ଅକ୍ଟୋବର ୨୦୨୨ରେ ୟୁରୋପରେ ଏହାର ଅନୁମୋଦନ ପାଇଁ ସୁପାରିଶ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାରେ ମୂଲ୍ୟ ପ୍ରାୟ ୪୫,୦୦୦ ଡଲାର ଥିଲା । []

  1. Advanced Accelerator Applications USA. "Pluvicto Product Monograph" (PDF). The Drug and Health Product Register. Government of Canada. Archived (PDF) from the original on 1 October 2022. Retrieved 12 October 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pluvicto- lutetium lu 177 vipivotide tetraxetan injection, solution". DailyMed. 23 March 2022. Archived from the original on 5 April 2022. Retrieved 4 April 2022.
  3. "Pluvicto: Pending EC decision - European Medicines Agency". European Medicines Agency. 2022-10-13. Archived from the original on 2022-10-14. Retrieved 2022-10-13.
  4. "Pluvicto Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 10 August 2023. Retrieved 12 December 2022.