ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ
ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀ ଭାଷାରେ Lisinopril/hydrochlorothiazide), ଜେଷ୍ଟୋରେଟିକ ଏକ ବାଣିଜ୍ୟ ନାମ, ହେଉଛି ଲିସିନୋପ୍ରିଲ ଏବଂ ହାଇଡ୍ରୋକ୍ଲୋରୋଥିଆଜାଇଡ ନାମକ ଦୁଇ ଔଷଧର ମିଶ୍ରଣ ।[୧] ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।[୧] ସାଧାରଣତଃ ଜଣେ ବ୍ୟକ୍ତି ସ୍ୱତନ୍ତ୍ର ଭାବରେ ଏହାର ଉପାଦାନଗୁଡ଼ିକ ସେବନରେ ଉପଶମ ହେବା ପରେ ଏହା ଏକ ବିକଳ୍ପ ହୋଇଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]
Combination of | |
---|---|
Lisinopril | ACE inhibitor |
Hydrochlorothiazide | Thiazide diuretic |
Clinical data | |
Trade names | Zestoretic, Prinzide, others |
AHFS/Drugs.com | |
MedlinePlus | a601070 |
Pregnancy category |
|
Routes of administration | By mouth |
Legal status | |
Legal status |
|
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, କାଶ ଏବଂ ଥକ୍କା ଅନୁଭବ ହୁଏ ।[୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩]
୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୪] ଏହା ଏକ ସ୍ୱତନ୍ତ୍ର ନାମ ବିହୀନ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ଏକ ମାତ୍ରା ପ୍ରତି ହୋଲସେଲ ମୂଲ୍ୟ ୨୦୧୮ରେ ୫ ଡଲାରରୁରୁ କମ୍ ଥିଲା ।[୫] ଯୁକ୍ତରାଜ୍ୟରେ ୨୦୧୭ରେ ଏକ ମାତ୍ରା ପିଛା ପ୍ରାୟ ୦.୪୦ ଡକାର ଖର୍ଚ୍ଚ ହୁଏ ।[୨] ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରର ୪୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ୧୬ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୬] [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Hydrochlorothiazide and lisinopril Uses, Side Effects & Warnings". Drugs.com. Cerner Multum. Archived from the original on 28 June 2019. Retrieved 26 December 2018.
- ↑ ୨.୦ ୨.୧ ୨.୨ British national formulary : BNF 74 (74 ed.). British Medical Association. 2017. p. 166. ISBN 978-0857112989.
- ↑ ୩.୦ ୩.୧ ୩.୨ "Lisinopril and Hydrochlorothiazide - FDA prescribing information, side effects and uses". Drugs.com. Solco Healthcare LLC. Archived from the original on 18 April 2019. Retrieved 26 December 2018.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "NADAC as of 2018-12-19". Centers for Medicare and Medicaid Services. Archived from the original on 19 December 2018. Retrieved 22 December 2018.
- ↑ "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
- ↑ "Hydrochlorothiazide; Lisinopril - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.