ଲିଭୋମେପ୍ରୋମାଜାଇନ
ଲିଭୋମେପ୍ରୋମାଜାଇନ, ଯାହା ମେଥୋଟ୍ରିମେପ୍ରାଜାଇନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ସିଜୋଫ୍ରେନିଆ ଏବଂ ଉପଶମ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅସ୍ଥିରତା, ଯନ୍ତ୍ରଣା ଏବଂ ବାନ୍ତି ପାଇଁ ଏହି ଉପଶମ ଚିକିତ୍ସା ବ୍ୟବହୃତ ହୁଏ ।[୧] ଏହା ପାଟିରେ କିମ୍ବା ଇଞ୍ଜେକସନଦ୍ୱାରା ବ୍ୟବହୃତ ହୋଇପାରେ ।[୧] ଔଷଧର ପ୍ରଭାବ ସାଧାରଣତ ୦.୫ରୁ 3 ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ୮ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୨]
Clinical data | |
---|---|
Trade names | Nozinan, Levoprome, Detenler, Hirnamin, Levotomin, Neurocil, others |
AHFS/Drugs.com | International Drug Names |
Pregnancy category |
|
Routes of administration | By mouth, IV, SC, IM[୧] |
Legal status | |
Legal status | |
Pharmacokinetic data | |
Bioavailability | ~50–60% |
Metabolism | Liver |
Onset of action | 0.5 to 3 hr[୨] |
Elimination half-life | ~20 hours |
Duration of action | 8 hr[୨] |
Excretion | In feces and urine (metabolites), unchanged drug only 1% |
Identifiers | |
| |
ECHA InfoCard | 100.000.450 |
Chemical and physical data | |
Formula | C19H24N2OS |
Molar mass | ୩୨୮.୪୭ g·mol−1 |
3D model (JSmol) | |
| |
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ଅର୍ଥୋଷ୍ଟାଟିକ ହାଇପୋଟେନସନ ବା ଛିଡା ହେଲେ ନିମ୍ନ ରକ୍ତଚାପ ହେବା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଯକୃତ ସମସ୍ୟା ଏବଂ ଡିଷ୍ଟୋନିଆ ହୋଇପାରେ ।[୨] [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରିଆପିଜ୍ମ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ହୋଇପାରେ ।[୨] [୧] [୩] ଏହା ଫେନୋଥିଆଜାଇନ୍ ପ୍ରକାରର ଏକ ଆଣ୍ଟିସାଇକୋଟିକ୍ ।[୨] ଏହା ଆଡ୍ରେନର୍ଜିକ୍, ଡୋପାମିନ୍, ହିଷ୍ଟାମିନ୍, ମସ୍କାରିନିକ୍ ଆସେଟିଲକୋଲିନ୍ ଏବଂ ସେରୋଟୋନିନ୍ ଭଳି ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୨]
ଲେଭୋମେପ୍ରୋମାଜାଇନ ୧୯୫୪ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ୨୫ ମିଗ୍ରାର ୮୪ଟି ବଟିକାର ମୂଲ୍ୟ ୨୦୨ ସୁଦ୍ଧା ପ୍ରାୟ ୨୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୧] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି; [୨] ଯଦିଓ ଯୁକ୍ତରାଷ୍ଟ୍ରରେ ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନାହିଁ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 460. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Dietz, I; Schmitz, A; Lampey, I; Schulz, C (19 January 2013). "Evidence for the use of Levomepromazine for symptom control in the palliative care setting: a systematic review". BMC palliative care. 12: 2. doi:10.1186/1472-684X-12-2. PMID 23331515.
{{cite journal}}
: CS1 maint: unflagged free DOI (link) - ↑ "Levomepromazine Hydrochloride 25mg/ml Solution for Injection - Summary of Product Characteristics (SmPC) - (emc)". www.medicines.org.uk. Archived from the original on 28 August 2021. Retrieved 13 August 2021.
- ↑ Buschmann, Helmut; Holenz, Jörg; Párraga, Antonio; Torrens, Antoni; Vela, José Miguel; Díaz, José Luis (16 April 2007). Antidepressants, Antipsychotics, Anxiolytics, 2 Volume Set: From Chemistry and Pharmacology to Clinical Application (in ଇଂରାଜୀ). John Wiley & Sons. p. 502. ISBN 978-3-527-31058-6. Archived from the original on 28 August 2021. Retrieved 13 August 2021.
- ↑ "Drugs@FDA: FDA-Approved Drugs". www.accessdata.fda.gov. Archived from the original on 24 March 2021. Retrieved 13 August 2021.