ଲିଓଟ୍ରିକ୍ସ
ଏହା ଏକ ଔଷଧ ଯାହା ଏହା ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା କମ୍ ଥାଇରଏଡ ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯ
ଲିଓଟ୍ରିକ୍ସ (ଇଂରାଜୀ ଭାଷାରେ Liotrix), ଅନ୍ୟମାନଙ୍କ ମଧ୍ୟରେ ଥାଇରୋଲାର ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଏହା ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା କମ୍ ଥାଇରଏଡ ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯଦିଓ ଲିଭୋଥାଇରକ୍ସିନ ଅପେକ୍ଷା କମ୍ ପସନ୍ଦ କରାଯାଏ ।[୧] ଅନ୍ୟାନ୍ୟ ବ୍ୟବହାରରେ ଗଏଟର ସହିତ ଥାଇରଏଡ କାର୍ଯ୍ୟ ସାଧାରଣ ଥିଲେ ଏବଂ ଥାଇରଏଡ କର୍କଟ ଥିଲେ ଏହା ବ୍ୟବହାର କରାଯାଇପାରେ । ଏହା ପାଟିରେ ଦିଆଯାଏ ।
Combination of | |
---|---|
Thyroxine | Thyroid hormone |
Triiodothyronine | Thyroid hormone |
Clinical data | |
Trade names | Thyrolar |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Legal status | |
Legal status |
|
ଏହା ଲେଭୋଥାଇରକ୍ସିନ (ଟି୪) ଏବଂ ଟ୍ରାଇଆଓଡୋଥାଇରୋନାଇନ (ଟି୩ ) ଦ୍ୱୟର ଏକ ୪:୧ ମିଶ୍ରଣ ।
ଆଧାର
ସମ୍ପାଦନା- ↑ "Liotrix Monograph for Professionals". Drugs.com (in ଇଂରାଜୀ). Archived from the original on 18 May 2021. Retrieved 23 November 2021.