ଲାସ୍ମିଡିଟାନ
ଲାସ୍ମିଡିଟାନ, ରେସିଭୋ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ପ୍ରତିଷେଧ ପାଇଁ ଏହା ଉପଯୋଗୀ ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୨] ସୁମାଟ୍ରିପଟାନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ଏବଂ ମହଙ୍ଗା ଅଟେ ।[୩]
Clinical data | |
---|---|
Trade names | Reyvow |
Synonyms | COL-144 |
AHFS/Drugs.com | monograph |
MedlinePlus | a620015 |
data |
|
Routes of administration | By mouth |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C19H18F3N3O2 |
Molar mass | ୩୭୭.୩୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଥକାପଣ ଏବଂ କାଲୁଆ ଲାଗିବା ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଅତ୍ୟଧିକ ଔଷଧ ବ୍ୟବହାର ଜନିତ ମୁଣ୍ଡବିନ୍ଧା ଏବଂ ଖରାପ ସମନ୍ୱୟ ହୋଇପାରେ ।[୪] ଏହା ଅପବ୍ୟବହାର କଲେ କମ୍ ବିପଦ ଥାଏ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ୫-ଏଚଟି୧ଏଫ (5-HT1F) ରିସେପ୍ଟର ବା ଗ୍ରହକ ସକ୍ରିୟକ ।[୪]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲାସ୍ମିଡିଟାନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ମାତ୍ରାର ମୁଲ୍ୟ ପ୍ରାୟ ୮୩ ଡଲାର ଖର୍ଚ୍ଚ ହୋଇଥାଏ ।[୫] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ନୁହେଁ ।[୩]
ଆଧାର
ସମ୍ପାଦନା- ↑ "2020 - Placement of Lasmiditan in Schedule V". DEA Diversion Control Division. 31 January 2020. Archived from the original on 31 January 2020. Retrieved 31 January 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Lasmiditan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 21 November 2021.
- ↑ ୩.୦ ୩.୧ "Lasmiditan". SPS - Specialist Pharmacy Service. 30 December 2015. Archived from the original on 21 November 2021. Retrieved 21 November 2021.
- ↑ ୪.୦ ୪.୧ ୪.୨ "Reyvow- lasmiditan tablet". DailyMed. 11 October 2019. Archived from the original on 25 November 2020. Retrieved 15 November 2019.
- ↑ "Reyvow Prices and Reyvow Coupons - GoodRx". GoodRx. Retrieved 21 November 2021.