ଲାଳଚେନ ନଦୀ
ଭାରତରେ ସ୍ଥିତ ଏକ ନଦୀ
ଲାଳଚେନ ନଦୀ ଭାରତୀୟ ରାଜ୍ୟ ସିକ୍କିମରେ ପ୍ରବାହିତ ତିସ୍ତା ନଦୀର ଏକ ଉପନଦୀ । ଳାଚେଙ୍ଗନଦୀ ସହ ଏହା ତିସ୍ତା ନଦୀର ଏକ ମୁଖ୍ୟ ଉପନଦୀ । ଏହା ଡୋଙ୍ଗା ରେଞ୍ଜର ଅପର ପାର୍ଶ୍ୱରେ ଭୁଟାନ[୧] ନିକଟରେ ବାହାରି ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ଅଞ୍ଚଳକୁ ପ୍ରବାହିତ ହୁଏ । [୨]
ଲାଚେନ ନଦୀ | |
ଦେଶ | India |
---|---|
Source | Himalayas |
Mouth | Teesta River |
References
ସମ୍ପାଦନା- ↑ Memoirs of the Geological Survey of India. By order of the Governor-General of India. 1912. p. 8.
- ↑ "North Skikkim". National Informatics Centre. Retrieved 12 August 2015.