ଲାରି ସାଙ୍ଗର

ଉଇକିପିଡ଼ିଆ ର ସହ ସଂସ୍ଥାପକ

ଲରେନ୍ସ ମାର୍କ ସାଙ୍ଗର /ˈsæŋər/;[୧] ସାରା ବିଶ୍ୱରେ ଉଇକିପିଡ଼ିଆର ଅନ୍ୟତମ ଉଦ୍ଭାବକ ଭାବରେ ଜଣାଶୁଣା । ସେ ଆମେରିକୀୟ ବ୍ୟକ୍ତି ଏବଂ ପେସାରେ ଜଣେ ଇଣ୍ଟର୍ନେଟ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରନ୍ତି । [୨]

  1. ୟୁ-ଟବ୍‌ରେ Western History for Kids, Part 1 - ancient and medieval - Sanger Academy , video taken from Sanger's official educational YouTube channel, pronunciation confirmed around 0:10, accessed May 7, 2016
  2. Roush, Wade. "Larry Sanger's Knowledge Free-for-All". MIT Technology Review (in ଇଂରାଜୀ). Retrieved 30 July 2018.
ଲାରି ସାଙ୍ଗର
Sanger in July 2006
ଜନ୍ମ
Lawrence Mark Sanger

(1968-07-16) ଜୁଲାଇ ୧୬, ୧୯୬୮ (ବୟସ ୫୫)
ଶିକ୍ଷାReed College (BA)
The Ohio State University (MA, PhD)
ବୃତ୍ତିInternet project developer
ପ୍ରସିଦ୍ଧିCo-founding Wikipedia
ୱେବସାଇଟLarrySanger.org