ଲାଟାନୋପ୍ରୋସ୍ଟ
ଲାଟାନୋପ୍ରୋସ୍ଟ (ଇଂରାଜୀ ଭାଷାରେ Latanoprost, ଏକ ବିକ୍ରୟ ନାମ ଜାଲାଟାନ/Xalatan) ଏକ ଔଷଧ ଯାହା ଚକ୍ଷୁ ମଧ୍ୟସ୍ଥ ଅଧିକ ଚାପର (pressure inside the eye) ଚିକିତ୍ସାରେ ବ୍ୟବହୃତ ହୁଏ । ଚକ୍ଷୁ ଉଚ୍ଚଚାପ (ocular hypertension) ଓ ଓପନ ଆଙ୍ଗଲ ଗ୍ଲକୋମା (open angle glaucoma) ରୋଗମାନଙ୍କରେ ଏହା ଦିଆଯାଏ । ମାନବ ଆଖିରେ ଏହା ଚକ୍ଷୁ ଡ୍ରପ (eye drops) ଆକାରରେ ପକାଯାଏ । ଏହାର ପ୍ରଭାବ ୪ ଘଣ୍ଟାରେ ଆରମ୍ଭ ହୋଇ ଏକ ଦିନ ରହେ । [୧]
Clinical data | |
---|---|
Pronunciation | la-TAN-oh-prost |
Trade names | Xalatan, others |
AHFS/Drugs.com | monograph |
MedlinePlus | a697003 |
Pregnancy category |
|
Routes of administration | Topical (eye drops) |
ATC code | |
Legal status | |
Legal status |
|
Pharmacokinetic data | |
Metabolism | Activation by ester hydrolysis, deactivation by beta oxidation |
Onset of action | 3–4 hours |
Elimination half-life | 17 minutes (plasma) |
Duration of action | ≥ 24 hours |
Excretion | Mainly via kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.162.178 |
Chemical and physical data | |
Formula | C26H40O5 |
Molar mass | 432.593 g/mol |
3D model (JSmol) | |
| |
| |
(verify) |
ଲାଟାନୋପ୍ରୋସ୍ଟର ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଶ୍ୟ (blurry vision), ଲାଲ ଆଖି, ଗଲୁ ଓ କଳା ଆଇରିସ ଆଦି ଲକ୍ଷଣ ଦେଖାଯାଏ । ପ୍ରୋସ୍ଟାଗ୍ଲାଣ୍ଡିନ ଆନାଲୋଗ (prostaglandin analogue) ଶ୍ରେଣୀର ଲାଟାନୋପ୍ରୋସ୍ଟ ଏକ ଔଷଧ । [୧] ଆଖିରେ ଥିବା ଆକ୍ୱିଅସ ହ୍ୟୁମର (aqueous fluid) ୟୁଭିଓସ୍କ୍ଲେରାଲ ଟ୍ରାକ୍ଟ (uveoscleral tract) ମାଧ୍ୟମରେ ଆଖିରୁ ବାହାରିଯାଏ ।[୨]
ସନ ୧୯୯୬ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ମଧ୍ୟ ବିକ୍ରୟ ହୁଏ । [୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୨.୫ମି:ଲି: ବୋତଲର କ୍ରୟ ମୂଲ୍ୟ ୦.୬୯ରୁ ୩.୭୯ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Latanoprost". The American Society of Health-System Pharmacists. Retrieved 8 December 2016.
- ↑ Patel SS, Spencer CM (1996). "Latanoprost. A review of its pharmacological properties, clinical efficacy and tolerability in the management of primary open-angle glaucoma and ocular hypertension". Drugs Aging. 9 (5): 363–378. doi:10.2165/00002512-199609050-00007. PMID 8922563.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 413. ISBN 9781284057560.
- ↑ "Latanoprost". International Drug Price Indicator Guide. Retrieved 8 December 2016.[permanent dead link]