ଲାଞ୍ଜିଗଡ ଏୟାରସ୍ତ୍ରୀପ
ଲାଞ୍ଜିଗଡ ଏୟାରସ୍ତ୍ରୀପ(IATA: IN 0093)IATA: IN 0093)ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଶିଳ୍ପାଞ୍ଚଳ ଲାଞ୍ଜିଗଡଠାରେ ବେଦାନ୍ତ ଉଦ୍ୟୋଗର ମାଲିକାନାରେ ସ୍ଥାପିତ ଏହି ଏୟାରସ୍ତ୍ରୀପ ବେଦାନ୍ତର ବ୍ୟକ୍ତିଗତ ବ୍ୟବହାର ତଥା ବିଶେଷ ପରିସ୍ଥିତିରେ ବ୍ୟବହାର ହେଇଥାଏ । ଏହାର ନିକଟସ୍ଥ ବିମାନ ବନ୍ଦର ବଲାଙ୍ଗିର ସହରର ଉତକେଲା ଏୟାରସ୍ତ୍ରୀପ । [୧]
ଲାଞ୍ଜିଗଡ ଏୟାରସ୍ତ୍ରୀପ लांजीगढ़ हवाई पट्टी | |||
---|---|---|---|
IATA: IN 0093 – ICAO: none | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ବେସରକାରୀ | ||
Owner | ବେଦାନ୍ତ ଉଦ୍ୟୋଗ | ||
ସେବା | ଲାଞ୍ଜିଗଡ | ||
ଅବସ୍ଥାନ | Lanjigarh, Kalahandi district, Odisha | ||
ଉଚ୍ଚତା (ସମୁଦ୍ର ଠାରୁ) | 1370 ft / 418 m | ||
ଦିଗବାରେଣି | 19°43′10″N 083°23′37″E / 19.71944°N 83.39361°E | ||
Map | |||
Location in Odisha | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
06/24 | 5200 | 1600 | Asphalt |
ଲାଞ୍ଜିଗଡ
ସମ୍ପାଦନାଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।[୨]ଏଠାରେ ବେଦାନ୍ତ ବକ୍ସାଇଟ ଧାତୁ ପାଇଁ ଏକ ରିଫାଇନେରୀ ସ୍ଥାପନ କରି ବାର୍ଷିକ ୧ ମିଲିୟନ ଟନ ବକ୍ସାଇଟ ଧାତବ ବ୍ୟବହାର କରିଥାଏ । ଏହି ଧାତବ କଞ୍ଚାମାଲ ଓଡ଼ିଶା ମାଇନିଙ୍ଗ କର୍ପୋରାତିୟନ ଜରିଆରେ ନିୟମଗିରି ପର୍ବତରେ ଥିବା ଖଣିରୁ ଆସିଥାଏ । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧହୀ ଓ ଚାହିଦାର ଅଭାବ ଦର୍ଶାଇ ବେଦାନ୍ତ ଏହି ଲାଞ୍ଜିଗଡ ରିଫାଇନେରୀକୁ ବନ୍ଦ କରିଦେବାକୁ ପଦକ୍ଷେପ ନେବାକୁ ଆରମ୍ଭ କଲାଣି ।[୩]
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାThis article about an airport in India is a stub. You can help Wikipedia by expanding it. |