ଲାଞ୍ଜିଗଡ ଏୟାରସ୍ତ୍ରୀପ

ଲାଞ୍ଜିଗଡ ଏୟାରସ୍ତ୍ରୀପ(IATA: IN 0093)IATA: IN 0093)ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଶିଳ୍ପାଞ୍ଚଳ ଲାଞ୍ଜିଗଡଠାରେ ବେଦାନ୍ତ ଉଦ୍ୟୋଗର ମାଲିକାନାରେ ସ୍ଥାପିତ ଏହି ଏୟାରସ୍ତ୍ରୀପ ବେଦାନ୍ତର ବ୍ୟକ୍ତିଗତ ବ୍ୟବହାର ତଥା ବିଶେଷ ପରିସ୍ଥିତିରେ ବ୍ୟବହାର ହେଇଥାଏ । ଏହାର ନିକଟସ୍ଥ ବିମାନ ବନ୍ଦର ବଲାଙ୍ଗିର ସହରର ଉତକେଲା ଏୟାରସ୍ତ୍ରୀପ ।   [୧]

ଲାଞ୍ଜିଗଡ ଏୟାରସ୍ତ୍ରୀପ
लांजीगढ़ हवाई पट्टी
IATA: IN 0093ICAO: none
ସାରକଥା
ବିମାନ ବନ୍ଦର ପ୍ରକାର ବେସରକାରୀ
Owner ବେଦାନ୍ତ ଉଦ୍ୟୋଗ
ସେବା ଲାଞ୍ଜିଗଡ
ଅବସ୍ଥାନ Lanjigarh, Kalahandi district, Odisha
ଉଚ୍ଚତା (ସମୁଦ୍ର ଠାରୁ) 1370 ft / 418 m
ଦିଗବାରେଣି 19°43′10″N 083°23′37″E / 19.71944°N 83.39361°E / 19.71944; 83.39361
Map
IN 0093 is located in Odisha
IN 0093
IN 0093
IN 0093 is located in India
IN 0093
IN 0093
Location in Odisha
ରନବେ
ଦିଗ ଲମ୍ବ ଭୂମି
ft m
06/24 5200 1600 Asphalt

ଲାଞ୍ଜିଗଡ ସମ୍ପାଦନା

ଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।[୨]ଏଠାରେ ବେଦାନ୍ତ ବକ୍ସାଇଟ ଧାତୁ ପାଇଁ ଏକ ରିଫାଇନେରୀ ସ୍ଥାପନ କରି ବାର୍ଷିକ ୧ ମିଲିୟନ ଟନ ବକ୍ସାଇଟ ଧାତବ ବ୍ୟବହାର କରିଥାଏ । ଏହି ଧାତବ କଞ୍ଚାମାଲ ଓଡ଼ିଶା ମାଇନିଙ୍ଗ କର୍ପୋରାତିୟନ ଜରିଆରେ ନିୟମଗିରି ପର୍ବତରେ ଥିବା ଖଣିରୁ ଆସିଥାଏ । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧହୀ ଓ ଚାହିଦାର ଅଭାବ ଦର୍ଶାଇ ବେଦାନ୍ତ ଏହି ଲାଞ୍ଜିଗଡ ରିଫାଇନେରୀକୁ ବନ୍ଦ କରିଦେବାକୁ ପଦକ୍ଷେପ ନେବାକୁ ଆରମ୍ଭ କଲାଣି ।[୩]

ଆଧାର  ସମ୍ପାଦନା

  1. "Vedanta Lanjigarh Airstrip". Our Airports.
  2. https://or.wikipedia.org/wiki/%E0%AC%B2%E0%AC%BE%E0%AC%9E%E0%AD%8D%E0%AC%9C%E0%AC%BF%E0%AC%97%E0%AC%A1%E0%AC%BC
  3. http://indianexpress.com/article/business/business-others/vedanta-to-close-down-lanjigarh-refinery-due-to-falling-metal-prices/

ବାହାର ଲିଙ୍କ  ସମ୍ପାଦନା