ଲାଇନ୍
ଫାଇଲ:Line (application) logo.svg | |
Screenshot | |
ଡେଭେଲପର | Line Corporation |
---|---|
ପ୍ରଥମ ରିଲିଜ୍ | ମାର୍ଚ୍ଚ 2011 |
Operating system | iOS, Android, Windows Phone, BlackBerry, Microsoft Windows, Mac OS X, Nokia Asha series, Firefox OS, ChromeOS, and Chrome Browser App. |
ଉପଲବ୍ଧ ଭାଷା | English, Japanese, Korean, Russian, Chinese, Hindi, Indonesian, Malay, Thai, Turkish, Vietnamese, French, Spanish, Portuguese, Italian |
ପ୍ରକାର | Instant messaging client |
Licence | Proprietary |
ୱେବସାଇଟ | Official Website |
ଲାଇନ୍ ଏକ ନିଜସ୍ୱ ଆପ୍ଲିକେସନ ଯାହା ତତ୍-କ୍ଷଣାତ୍ ସଯୋଂଗ କରେ ଓ ସ୍ମାର୍ଟଫୋନ୍ ,ଟାବଲେଟ,କମ୍ପ୍ୟୁଟର ପାଇଁ ବ୍ୟବହାର ହେଉଛି । ଲାଇନ୍ ବ୍ୟବହାରକାରୀମାନଙ୍କ ମଧ୍ୟରେ ବାର୍ତ୍ତା, ଛବି, ଭିଡିଓ ଓ video conferences ମଧ୍ୟରେ ଭାବର ଆଦାନ ଓ ପ୍ରଦାନ ହୁଏ । ଲାଇନ୍ ୧୫ ଜଣ NHN Japanର ଲୋକ Korean Internet search giant Naver ଗୋଟେ କମ୍ପାନୀ ଯାହାକୁ କୋରିଅନ୍,ଜାପାନୀଜ,ଚାଇନୀଜ,ଆମେରିକାନ୍ ମିଶି ତିଆରି କରିଥିଲେ । ଲାଇନ୍ କମ୍ପୁନୀକେସନ୍ ପାଇଁ ପ୍ରଥମେ ବୁଦ୍ଦି ଦେଇଥିଲେ NHN Japanର Lee Hae Jin ଯିଏକି Chief Strategy Officer, NHNର ଓ ଏବେକାର ନାମ ହେଲା Naver Corporation ।
ଇତିହାସ
ସମ୍ପାଦନାଲାଇନ୍ ପ୍ରଥମ କରି ଜାପାନରେ ଆରମ୍ଭ ହୋଇଥିଲା କାରଣ ମାର୍ଚ୍ଚ ୨୦୧୧ରେ ଜାପାନରେ Tōhoku earthquake ନାମକ ଏକ ଭୁମିକମ୍ପା ହୋଇଥିଲା । ଯାହାଦ୍ୱାରା ସମ୍ପର୍କ ସ୍ଥାପନ କରିବା ବନ୍ଦ ହୋଇଯାଇଥିଲା । କୋରିଆ ପ୍ରଥମ କରି NHN Corpର ଇଞ୍ଜିନିୟର ଜନସାଧାରଣଙ୍କ ପାଇଁ ଲାଇନ୍ ପ୍ରସ୍ତୁତ କରିଥିଲେ । ଜୁନରେ ଆରମ୍ଭ କରାଯାଇ ଥିଲେ ମଧ୍ୟ ଅକ୍ଟୋବର ମାସ ସୁଧା ଏହା ବହୁତ ଲୋକ ପ୍ରିୟ ହୋଇ ଯାଇଥିଲା । ଲାଇନ୍ ସେବା ଆରମ୍ଭର ୧୮ ମାସ ମଧ୍ୟରେ 100 million ଉପଭକ୍ତା ବ୍ୟବହାର କରୁଥିଲେ ତା ପର ୬ ମାସ ମଧ୍ୟ 200 million ଉପଭକ୍ତା ବଢ଼ିଥିଲେ । ନଭେମ୍ବର ୨୫,୨୦୧୩ ବେଳକୁ 300 million ଉପଭକ୍ତା ବଢ଼ିଥିଲେ ।