ଲବ ( ରାମାୟଣ )
ଲବ ବା ଲବ୍[୧](ସଂସ୍କୃତ: लव meaning particle, Kannada: ಲವ, Telugu: లవుడు, Tamil: இலவன், Malay: Tilawi, Indonesian: Lawa, Khmer: Jupalaks, Lao: Phra Lao, Assamese: Laba, Thai: Phra Lop/พระลพ) ଓ ତାଙ୍କର ଯାଁଳା ଭାଇ କୁଶ ହିନ୍ଦୁ ମହାପୁରାଣ ରାମାୟଣରେ ବର୍ଣିତ ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ପୁତ୍ର ଥିଲେ । ଉଭୟ ଯାଁଳା ଭାଇ ହେଇଥିଲେ ମଧ୍ୟ କୁଶ ପ୍ରଥମେ ଜନ୍ମ ହେଇଥିବାରୁ ସେ ବଡ ବୋଲି ଧରାଯାଇଥାଏ । ଲବ ତାଙ୍କ ପିତା ରାମ ମକା ଚେହେରା ଭଳି ଆସିଥିବା ବେଳେ ଈଷତ ନୀଳ ବରଣର ଥିଲେ ଓ କୁଶ ମାତା ସିତାଙ୍କ ପରି ସଫେଦ ରଙ୍ଗ ଗ୍ରହଣ କରି ତାଙ୍କ ଚେହେରାର ଚାପ ରେ ଥିଲେ । ଲବ ପରେ 'ଲବପୁରୀ' ରାଜ୍ୟ ସ୍ଥାପନ କାରିୟହିବାର ବର୍ଣ୍ଣନା ରହିଛି । ,[୨] ସେଇ ଲବପୁରକୁ ଆଧୁନିକ ଲାହୋରେ ସହର ( ପାକିସ୍ଥାନରେ ବର୍ତ୍ତମାନ ଅବସ୍ଥିତ ) ବୋଇ କୁହାଯାଏ ।,[୩] ଏହା ତାଙ୍କ ନାମରେ ନମିତା ହେଇଥିଲା । .[୪] ଦକ୍ଷିଣ ଏସିୟ ରାଜ୍ୟ ଲାଓସ ଓ ଥାଇଲ୍ଯାନ୍ଡର ସହର ଲପବୁରି ମଧ୍ୟ ତାଙ୍କ ନାମାନୁସାରେ ନମିତା ହେଇଥିବାର ଇତିହାସ କୁହେ । [୫] ଇଣ୍ଡୋ- ଆର୍ଜନ ବଂଶର ଶିକାରବାର ରାଜପୁତ , ଆବଢିୟା ଜାତି , ଓ ଲେନା ପତିଦାର ବଂଶ ଲବଙ୍କ ବାନ୍ଶୋଜ ହେଇଥିବାର ଦାବି କରନ୍ତି । ଲବ ମୂଳତଃପ୍ରାଚୀନ ଭାରତର ଇଚ୍ଛାକୁ କୁଳ ଓ ସୂର୍ଯ୍ୟବଂଶୀ ହେଇଥିବାର ଜଣା ଯାଏ । .[୧][୬][୭]
ଲବ ( ରାମାୟଣ ) | |
---|---|
ଜନ୍ମ ଓ ବାଲ୍ୟାବସ୍ଥା
ସମ୍ପାଦନାରାମାୟଣର ବର୍ଣ୍ଣନା ଅନୁସାରେ ରାମ ସିତାଙ୍କୁ ଲୋକବାଦ ଶୁଣିବା ପରେ କିଛି କାଳ ପାଇଁ ପରିତ୍ୟାଗ କରିଥିଲେ । ସିତା ସେହି ସମତ୍ୟରେ ବନରେ ବାଲ୍ମୀକି ମୁନିଙ୍କ ଆଶ୍ରମରେ ଶରଣାଗତ ହେଇ ରହିଥିଲେ । ତମଶା ନଦୀ ତଟରେ ବାଲ୍ମୀକି ମୁନିଙ୍କ ଆଶ୍ରମ ଥିଲା । .[୮] ଲବ ଓ କୁଶ ସେହିଠାରେ ଜନ୍ମ ଗ୍ରହଣ କରିଥିଲେ ଓ ସନ୍ଥ ବାଲ୍ମୀକିଙ୍କଦ୍ୱାରା ଶିକ୍ଷା ଓ ଯୁଦ୍ଧ କୌଶଳ ପ୍ରାପ୍ତ ହେଇଥିଲେ । ସେମାନେ ତାଙ୍କଠାରୁ ରାମାଙ୍କ ବିଷୟ ମଧ୍ୟ ବିଷାଦ ଭାବରେ ଜାଣିଥିଲେ ।
ଅଶ୍ୱମେଧ ଯଜ୍ଞ
ସମ୍ପାଦନାପରବର୍ତୀ ଇତିହାସ
ସମ୍ପାଦନାରାମଙ୍କ ପରେ ଲବ ଓ କୁଶ ଶାସକ ହେଇ ଲାହୋରେ ଓ କାଶୁର ସହର ସ୍ଥାପନ କରିଥିଲେ । ଲାହୋରେ ସହରକୁ ଆଗରୁ ଲବପୁରୀ କୁହାଯାଉଥିଲା । କୋଶଳ ମହାରାଜ୍ୟର ରାଜା ଥିବା ରାମା ତାଙ୍କ ପୁତ୍ର ଲବଙ୍କୁ ଶ୍ରଭସ୍ତି ଓ କୁଶଙ୍କୁ କୁଶବତୀ ରାଜ୍ୟ ପ୍ରଦାନ କରିଥିଲେ । .[୯]
ବର୍ତ୍ତମାନ ମଧ୍ୟ ଶହି କିଲ୍ଲା ମଧ୍ୟରେ ଲବଙ୍କ ଏକ ମଦିର ଅବସ୍ଥିତ ରହିଛି । .[୧୦]
ପୁନଶ୍ଚ ଦେଖଣା
ସମ୍ପାଦନା- Luv Kush
ଆଧାର
ସମ୍ପାଦନା- ↑ ୧.୦ ୧.୧ Lohana Community United Kingdom
- ↑ Bombay Historical Society (1946). Annual bibliography of Indian history and Indology, Volume 4. p. 257.
- ↑ Baqir, Muhammad (1985). Lahore, past and present. B.R. Pub. Corp. pp. 19–20. Retrieved 2009-05-29.
- ↑ Masudul Hasan (1978). Guide to Lahore. Ferozsons.
- ↑ Mishra, P.K. (1999). Studies In Hindu And Buddhist Art. Abhinav Publications. p. 356.
- ↑ Diwan Bherumal Mahirchand Advani.
- ↑ "Leva Gurjars ancestry". Archived from the original on 2017-08-03. Retrieved 2016-12-19.
- ↑ Vishvanath Limaye (1984). Historic Rama of Valmiki. Gyan Ganga Prakashan.
- ↑ Nadiem, Ihsan N (2005). Punjab: land, history, people. Al-Faisal Nashran. p. 111. Retrieved 2009-05-29.
- ↑ Ahmed, Shoaib.