ଲଙ୍ଗଳେଶ୍ୱର ମନ୍ଦିର
ଓଡିଶାର ନାଙ୍ଗାଲେଶ୍ୱରରେ ଏକ ହିନ୍ଦୁ ମନ୍ଦିର
(ଲଙ୍ଗଳେଶ୍ଵର ମନ୍ଦିରରୁ ଲେଉଟି ଆସିଛି)
ଲଙ୍ଗଳେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର ।
ଲଙ୍ଗଳେଶ୍ୱର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାଲେଶ୍ୱର |
Location | |
Country | ଭାରତ |
ବିଶେଷତା
ସମ୍ପାଦନାଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଶିବ ପୂର୍ଣ୍ଣ ବିଗ୍ରହାବନ୍ତ ହୋଇ ପାର୍ବତୀଙ୍କ ସହିତ ବିରଜୁଛନ୍ତି । ଏଠାରେ ଶିବଲିଙ୍ଗ ଦେଖାଯାନ୍ତି ନାହିଁ । ମନ୍ଦିର କାନ୍ଥରେ ରଥରୋହୀ ସୂର୍ଯ୍ୟ, ଦଶଭୁଜା ଦୁର୍ଗା, ଆଠଭୁଜ ଗଣେଶ ଆଦି ମୂର୍ତ୍ତୀ କଳାମୁଗୁନି ପଥରରେ ଖୋଦିତ ।[୧]
ଗମନାଗମନ
ସମ୍ପାଦନାଲଙ୍ଗଳେଶ୍ୱର ଶିବ ମନ୍ଦିର ବସ୍ତା ଛକଠାରୁ ବାଲିଆପାଳ ଯିବା ରାସ୍ତାରେ ପଡ଼େ ।
ଆଧାର
ସମ୍ପାଦନା- ↑ ପ୍ରଦୀପ୍ତ ଦାସ. ବାଲେଶ୍ୱର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮