ରୋହତାସଗଡ ଦୁର୍ଗ ,ଭାରତୀୟ ରାଜ୍ୟ ବିହାରର ଏକ କ୍ଷୁଦ୍ର ସହର ରୋହତାସଠାରେ ଅବସ୍ଥିତ ଭାରତର ପ୍ରାଚୀନତମ ଦୁର୍ଗ । ପ୍ରାଚୀନ ସୋନ ପୁଅତ୍ୟାକାର ସଭ୍ୟତା , ସମବୃଦ୍ଧି ଓ ଶକ୍ତିର ପ୍ରତିଫଳନ ଏହି ଦୁର୍ଗର ସ୍ଥାପତ୍ୟରୁ ଜଣାପଡେ । ଏକଦା ଖୁବ ସୁଦୃଶ୍ୟ ଥିବା ଏହି ଦୁର୍ଗ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି । ଏଠାରେ ନକ୍ସଲ ଉପଦ୍ରବ ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଦୁର୍ଗମ ହେଇଯାଇଛି । 

Rohtas Fort
Part of Bihar
Rohtas Bihar, India
Rohtas Fort is located in Bihar
Rohtas Fort
Rohtas Fort
Coordinates24.6233337,83.9155484
TypeFort
Site information
Controlled byGovernment of Bihar
ConditionRestored
Site history
Built7th century
Built byKing Harishchandra, Sher Shah Suri
MaterialsGranite Stones and lime mortar

thumb|250x250_ପିକସେଲ|ଦୁର୍ଗର ବିଶାଳ ଆକୃତି 

ଅବସ୍ଥିତି  ସମ୍ପାଦନା

ରୋହତସଗଦ ଦୁର୍ଗ ସୋନ ନଦୀର ଉପର ଅଞ୍ଚଳରେ , 24° 57′ N, 84° 2′Eଠାରେ ଅବସ୍ଥିତ । . ସେଆସାରମଠାରୁ ପଦରେ ଗଲେ 2 ଘଣ୍ଟାରେ ଦୁର୍ଗରେ ପହଞ୍ଚି ହୁଏ । ଦେହରି ଅଞ୍ଚଳରୁ ଏଠାକୁ ଭଲ ରାସ୍ତା ରହିଛି । ଏହି ଦୁର୍ଗ ସମୁଦ୍ରପତ୍ତାନଠାରୁ 1500 ଫୁଟ ଉପରେ ଅବସ୍ଥିତ । ଏହା ଉପରକୁ 2000 ଚୂନ ପ୍ରସ୍ତର ସୋପାନ ମଧ୍ୟ ରହିଛି , ଯାହା ସମ୍ଭବତ ହାତୀ ଯିବା ପାଇଁ ନିର୍ମିତ ହେଇଥିଲା ।  ଏହା ଦେଇ ଉପରକୁ ଗଲେ ଦୁର୍ଗର ପ୍ରାଚୀର ଯାଏ ପହଞ୍ଚି ହୁଏ । ଏଠାରୁ ପୁଣି 1 ମାଇଲ ଗଲେ ଦୁର୍ଗର ଭଗ୍ନ ଅଂଶରେ ପହଞ୍ଚି ହୁଏ । 

ଇତିହାସ  ସମ୍ପାଦନା

1223 ମସିହାର ସିଲାଲେଖଦ୍ୱାରା ଜଣାଯାଏ ଏହା ଶ୍ରୀ ପ୍ରତାପ ନାମକ ଜଣଙ୍କ ଅଧୀନରେ ରହିଥିଲା । .[୧] ଲେଖା ଅନୁସାରେ ସେ " ଯବନ" ସେନାକୁ ପରାସ୍ତ କରିଥିଲେ । ସମ୍ଭବତ ଜବନ ମୁସଲମାନ ବଂଶଜ ଥିଲେ । ସେହି ପ୍ରକାର ସିଲାଲେଖ ଅନନ୍ୟ ସ୍ଥାନରେ ମଧ୍ୟ ଥିବାରୁ ଏଇତିହାସିକମାନେ ଶ୍ରୀ ପ୍ରତାପ ଖାରବେଳଙ୍କ ବଂଶଜ ଥିଲେ ବୋଲି ଅନୁମାନ କରନ୍ତି । ସେମାନେ ଯାପିଲା ଅଞ୍ଚଳକୁ ବଂଶଗତ ଭାବରେ ଶାସନ କରିଥିଲେ । ଏଇତିହାସିକ ରୋମା ନିୟୋଗୀଙ୍କ ମତରେ ଖାରବେଳମାନେ ଆଧୁନିକ ଖରୱାରଙ୍କ ପୂର୍ବଜ ।  

1539 ମସିହାରେ ଏହି ଦୁର୍ଗ ଶେର ଶାହ ସୂରୀଙ୍କ ଅଧୀନକୁ ଯାଇଥିଲା ।

ଦର୍ଶନୀୟ ସ୍ଥଳୀ  ସମ୍ପାଦନା

ହଥୀୟା ପୋଲ ଓ ହାତୀ ଗେଟ  ସମ୍ପାଦନା

ଡାହାଣ|thumb|200x200_ପିକସେଲ|The Hathiya Pol

ଗଣେଶ ମନ୍ଦିର  ସମ୍ପାଦନା

ବାଆଁ|thumb|200x200_ପିକସେଲ|The Ganesha Temple

ଝୁଲା ଭବନ  ସମ୍ପାଦନା

ଡାହାଣ|thumb|200x200_ପିକସେଲ|The Hanging House

ରୋହତାସନ ମନ୍ଦିର ଓ ଦେବୀ ମନ୍ଦିର  ସମ୍ପାଦନା

ବାଆଁ|thumb|200x200_ପିକସେଲ|The Devi Temple

ପୁନଶ୍ଚ ଦେଖଣା  ସମ୍ପାଦନା

Sher Shah Suri Tomb

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. Roma Niyogi 1959, p. 118.

Bibliography ସମ୍ପାଦନା