ରୋମୋସୋଜୁମାବ
ରୋଗର,ବ
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | Sclerostin |
Clinical data | |
Trade names | Evenity |
Synonyms | AMG 785, romosozumab-aqqg |
AHFS/Drugs.com | monograph |
MedlinePlus | a619026 |
data |
|
Pregnancy category | |
Legal status | |
Legal status | |
Chemical and physical data | |
Formula | C6452H9926N1714O2040S54 |
Molar mass | ୧,୪୫,୮୭୭.୫୮ g·mol−1 |
(verify) |
ରୋମୋସୋଜୁମାବ, ବେପାର ନାମ ଇଭେନିଟି, ହେଉଛି ଅଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହି ଔଷଧ ଗ୍ରହଣ କଲେ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ହ୍ରାସ ହୁଏ ।[୧] ଏହା ଚର୍ମ ତଳେ ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୁଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କ୍ୟାଲସିୟମ୍ ବା ହାଇପୋକ୍ୟାଲସେମିଆ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସ୍କ୍ଲେରୋଷ୍ଟିନ ସହିତ ସଂଲଗ୍ନ ହୋଇ ଅବରୋଧ କରେ ।[୧] ରୋମୋସୋଜୁମାବ ରୋଗା ହାଡ଼ର ଗଠନକୁ ବୃଦ୍ଧି କରିଥାଏ ଏବଂ ହାଡ଼ ଭାଙ୍ଗିବା ହ୍ରାସ କରିଥାଏ ।[୧]
୨୦୧୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମୋସୋଜୁମାବ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୪୩୦ ପାଉଣ୍ଡ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Evenity". Archived from the original on 7 January 2021. Retrieved 18 October 2021.
- ↑ ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 776. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ "Romosozumab-aqqg Monograph for Professionals". Drugs.com (in ଇଂରାଜୀ). Retrieved 18 October 2021.
- ↑ "Evenity Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 18 October 2021.