ରୋଗର,ବ

ରୋମୋସୋଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetSclerostin
Clinical data
Trade namesEvenity
SynonymsAMG 785, romosozumab-aqqg
AHFS/Drugs.commonograph
MedlinePlusa619026
data
Pregnancy
category
  • AU: B3
  • US: N (Not classified yet)
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Chemical and physical data
FormulaC6452H9926N1714O2040S54
Molar mass୧,୪୫,୮୭୭.୫୮ g·mol−1
  (verify)

ରୋମୋସୋଜୁମାବ, ବେପାର ନାମ ଇଭେନିଟି, ହେଉଛି ଅଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହି ଔଷଧ ଗ୍ରହଣ କଲେ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ହ୍ରାସ ହୁଏ ।[୧] ଏହା ଚର୍ମ ତଳେ ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୁଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କ୍ୟାଲସିୟମ୍ ବା ହାଇପୋକ୍ୟାଲସେମିଆ ହୋଇପାରେ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସ୍କ୍ଲେରୋଷ୍ଟିନ ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ ।[୧] ରୋମୋସୋଜୁମାବ ରୋଗା ହାଡ଼ର ଗଠନକୁ ବୃଦ୍ଧି କରିଥାଏ ଏବଂ ହାଡ଼ ଭାଙ୍ଗିବା ହ୍ରାସ କରିଥାଏ ।[୧]

୨୦୧୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମୋସୋଜୁମାବ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୪୩୦ ପାଉଣ୍ଡ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Evenity". Archived from the original on 7 January 2021. Retrieved 18 October 2021.
  2. ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 776. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ "Romosozumab-aqqg Monograph for Professionals". Drugs.com (in ଇଂରାଜୀ). Retrieved 18 October 2021.
  4. "Evenity Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 18 October 2021.