ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।

ରୋମାନିଆ ପତାକା
ରୋମାନିଆ ଅବସ୍ଥିତି

ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍‍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍‍ର ଷଷ୍ଠ ବୃହତ୍ତମ ସହର।

ବ୍ୟୁତ୍ପତ୍ତିସମ୍ପାଦନ କରନ୍ତୁ

 
ନିଆକ୍‍ସୁଙ୍କ ଚିଠି (୧୫୨୧) ରୋମାନିୟ ଭାଷାରେ ଲେଖାଯାଇଥିବା ସର୍ବପୁରାତନ ସଂରକ୍ଷିତ ଦଲିଲ୍। "Rumanian" ଶବ୍ଦ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୁଏ।

ରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍‍ର ନାଗରିକ।

ଇତିହାସସମ୍ପାଦନ କରନ୍ତୁ

ଭୂଗୋଳସମ୍ପାଦନ କରନ୍ତୁ

ଧର୍ମସମ୍ପାଦନ କରନ୍ତୁ

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ଭାଷାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ