ରୋଫ୍ଲୁମିଲାଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡାକ୍ସାସ, ଏକ ଔଷଧ ଯାହା ଏକ କ୍ରୋନିକ୍ ଅବସ୍ଟ୍ର‌କ୍ଟିଭ୍ ଫୁସଫୁସ ରୋଗର (COPD) ଦୀର୍ଘକାଳୀନ ପରିଚାଳନା ପାଇଁ ବ୍ୟବହୃତ ହୁଏ ।[୬] ଏହା ଗୁରୁତର ରୋଗରେ ବ୍ୟବହୃତ ହୁଏ [୬] ଏହା ପାଟିରେ ଦିଆଯାଏ ।[୬]

ରୋଫ୍ଲୁମିଲାଷ୍ଟ
drugb
Clinical data
Trade namesDaxas, Daliresp, others
AHFS/Drugs.commonograph
MedlinePlusa611034
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Bioavailability79%[୩][୨][୪][୫]
Protein binding99%[୩][୨][୪][୫]
MetabolismLiver via CYP1A2 & CYP3A4[୩][୨][୪][୫]
Elimination half-life17 hours (30 hours [active metabolite])[୩][୨][୪][୫]
ExcretionUrine (70%)[୩][୨][୪][୫]
Identifiers
  • 3-(Cyclopropylmethoxy)-N-(3,5-dichloropyridin-4-yl)-4-(difluoromethoxy)benzamide
ECHA InfoCard100.210.960 Edit this at Wikidata
Chemical and physical data
FormulaC17H14Cl2F2N2O3
Molar mass୪୦୩.୨୧ g·mol−1
3D model (JSmol)
  • C1CC1COC2=C(C=CC(=C2)C(=O)NC3=C(C=NC=C3Cl)Cl)OC(F)F
  • InChI=1S/C17H14Cl2F2N2O3/c18-11-6-22-7-12(19)15(11)23-16(24)10-3-4-13(26-17(20)21)14(5-10)25-8-9-1-2-9/h3-7,9,17H,1-2,8H2,(H,22,23,24) ☒N
  • Key:MNDBXUUTURYVHR-UHFFFAOYSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲେଇବା ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣ ଅନ୍ତର୍ଭୁକ୍ତ ହୋଇପାରେ ।[୭] ଏହା ଏନଜାଇମ୍ ଫସଫୋଡାଇଇଷ୍ଟେରେଜ୍-୪ର (PDE-4) ଚୟନ‌କାରୀ ବାଧା ପ୍ରଦାନ‌କାରୀ ଏବଂ ଫୁସଫୁସ ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୬][୧]

‌୨୦୧୦ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରୋଫ୍ଲୁମିଲାଷ୍ଟ ଅନୁମୋଦିତ ହୋଇଥିଲା ।[୧] [୮] [୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ୩୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଅଟେ ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Daxas EPAR". European Medicines Agency. Archived from the original on 12 August 2020. Retrieved 28 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Daxas 250 micrograms tablets - Summary of Product Characteristics (SmPC)". (emc). 11 June 2020. Archived from the original on 19 September 2020. Retrieved 28 September 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Daliresp- roflumilast tablet". DailyMed. 12 March 2020. Archived from the original on 25 March 2021. Retrieved 28 September 2020.
  4. ୪.୦ ୪.୧ ୪.୨ ୪.୩ ୪.୪ "Daliresp : EPAR - Product Information" (PDF). European Medicines Agency. Takeda GmbH. 26 September 2013. Archived (PDF) from the original on 26 June 2016. Retrieved 18 November 2013.
  5. ୫.୦ ୫.୧ ୫.୨ ୫.୩ ୫.୪ "roflumilast (Rx) - Daliresp". Medscape Reference. WebMD. Archived from the original on 12 September 2017. Retrieved 18 November 2013.
  6. ୬.୦ ୬.୧ ୬.୨ ୬.୩ "Roflumilast Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 18 October 2021.
  7. ୭.୦ ୭.୧ ୭.୨ "DailyMed - DALIRESP- roflumilast tablet". dailymed.nlm.nih.gov. Archived from the original on 25 March 2021. Retrieved 18 October 2021.
  8. ""Nycomed's Anti-Inflammatory Gains Approval in EU for COPD"". Archived from the original on 2017-08-24. Retrieved 2021-07-21.
  9. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 286. ISBN 978-0-85711-369-6.{{cite book}}: CS1 maint: date format (link)
  10. "Daliresp Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 18 October 2021.