ରୋନାଲ୍ଡ ରେଗନ
ରୋନାଲ୍ଡ ୱିଲଶନ ରେଗନ (/ˈreɪɡən/; ଫେବୃଆରୀ ୬, ୧୯୧୧ – ଜୁନ ୫, ୨୦୦୪) ଜଣେ ଆମେରିକୀୟ ରାଜନେତା, ଅଭିନେତା ଓ ଯୁକ୍ତରାଷ୍ଟ୍ର ଆମେରିକାର ୪୦ତମ ରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜଣେ ହଲିଉଡ ଅଭିନେତା, ସଂଘ ନେତା ଓ ୧୯୬୭ରୁ ୧୯୭୫ ଯାଏଁ କାର୍ଲିଫୋନିଆର ରାଜ୍ୟପାଳ ଥିଲେ । [୧][୨]
Ronald Wilson Reagan | |
---|---|
President of the United States | |
କାର୍ଯ୍ୟକାଳ January 20, 1981 – January 20, 1989 | |
Vice President | George H. W. Bush |
ପୂର୍ବ ଅଧିକାରୀ | Jimmy Carter |
ପର ଅଧିକାରୀ | George H. W. Bush |
Governor of California | |
କାର୍ଯ୍ୟକାଳ January 2, 1967 – January 6, 1975 | |
Lieutenant | |
ପୂର୍ବ ଅଧିକାରୀ | Pat Brown |
ପର ଅଧିକାରୀ | Jerry Brown |
President of the Screen Actors Guild | |
କାର୍ଯ୍ୟକାଳ November 16, 1959 – June 12, 1960 | |
ପୂର୍ବ ଅଧିକାରୀ | Howard Keel |
ପର ଅଧିକାରୀ | George Chandler |
କାର୍ଯ୍ୟକାଳ November 17, 1947 – November 9, 1952 | |
ପୂର୍ବ ଅଧିକାରୀ | Robert Montgomery |
ପର ଅଧିକାରୀ | Walter Pidgeon |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Tampico, Illinois, U.S. | ଫେବୃଆରୀ ୬, ୧୯୧୧
ମୃତ୍ୟୁ | ଜୁନ ୫, ୨୦୦୪ Bel Air, Los Angeles, California, U.S. | (ବୟସ ୯୩)
ଜୀବନ ସାଥୀ | |
ସନ୍ତାନ | 5 |
ଶିକ୍ଷାନୁଷ୍ଠାନ | Eureka College |
ପେଷା | ଛାଞ୍ଚ:Dotlist |
ସନ୍ତକ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାରୋନାଲ୍ଡ ରେଗନଙ୍କ ଜନ୍ମ ୬ ଫେରବୁଆରୀ ୧୯୧୧ରେ ଇଲ୍ଲିୟନିସର ତାମପିକୋଠାରେ ହେଇଥିଲା । ରେଗନଙ୍କ ପ୍ରାରମ୍ଭିକ ଶିକ୍ଷା ଇଲ୍ଲିୟନିସର ଡିକ୍ସନ ବିଦ୍ୟାଳୟରେ ହେଇଥିଲା, ଯେଉଁଠାରେ ସେ କଳା, ଖେଳ ଓ କାହାଣୀ କହିବାର ରୁଚି ବଢେଇଥିଲେ ।[୩] ଜଣେ ଜୀବନରକ୍ଷକ ଭାବେ ସେ ରକ ନଦୀ କୂଳେ ନିଜର ପ୍ରଥମ ପେଶା ଆରମ୍ଭ କରିଥିଲେ । ପରେ ରେଗନ ଇଉରେକା ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । [୪]
ରାଷ୍ଟ୍ରପତି ନିର୍ବାଚନ
ସମ୍ପାଦନାରେଗନ ୨୦ ଜାନୁୟାରୀ ୧୯୮୧ ମସିହାରେ ୬୯ବର୍ଷ ବୟସରେ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଲେ । ନିଜର ପ୍ରଥମ ଭାଷଣରେ ସେ ଦେଶରେ ଥିବା ଆର୍ଥିକ ସଙ୍କଟକୁ ଦର୍ଶାଇ କହିଥିଲେ, ବର୍ତ୍ତମାନ ସ୍ଥିତିରେ ସରକାର ଆର୍ଥିକ ସଙ୍କଟର ଉତ୍ତର ନୁହଁ ବରଂ ସରକାର ନିଜେ ଦାୟୀ । [୫] ୭୩ ବର୍ଷରେ ରେଗନ ୨ୟ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଇଥିଲେ ।
ଆଧାର
ସମ୍ପାଦନା- ↑ [୧]
- ↑ [୨]
- ↑ Brands, Reagan (2015) pp. 12–5
- ↑ "Ronald Reagan: Life Before the Presidency". Miller Center. Retrieved August 30, 2015.
- ↑ Murray, Robert K.; Tim H. Blessing (1993). Greatness in the White House. Penn State Press. p. 80. ISBN 0-271-02486-0.