ରେଶମୀ ଘୋଷ
ରେଶମୀ ଘୋଷ ଜଣେ ଭାରତୀୟ ମଡେଲ ତଥା ଅଭିନେତ୍ରୀ । ସେ ୨୦୦୨ ମସିହାରେ ମିସ୍ ଇଣ୍ଡିଆ ଆର୍ଥର ବିଜୟିନୀ ହେବା ପରେ ହିନ୍ଦୀ କଥାଚିତ୍ର ଓ ଧାରାବାହିକ ଆଦିରେ ଅଭିନୟ କରିଛନ୍ତି ।[୧]
ରେଶମୀ ଘୋଷ | |
---|---|
ଜନ୍ମ | ରେଶମୀ ଘୋଷ |
ଶିକ୍ଷା | ଯୋଗମାୟା ଦେବୀ କଲେଜ (କଳାରେ ସ୍ନାତକ) |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାର୍ଥ ବାସୁଦେବ (୨୦୧୩-ଏବେଯାଏଁ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସେ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ କଲିକତାରେ କଟିଥିଲା । ୧୯୯୫ ମସିହାରେ କାର୍ମେଲ କନଭେଣ୍ଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ଏବଂ ୨୦୦୦ ମସିହାରେ ଦକ୍ଷିଣ କଲିକତାର ଯୋଗମାୟା ଦେବୀ କଲେଜରୁ କଳାର ସ୍ନାତକ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାତାଙ୍କ ଅଭିନୀତ ଧାରାବାହିକ ଶୋଭା ସୋମନାଥକି ଧାରାବାହିକରେ ତାଙ୍କ ସହ କଳାକାର ସିଦ୍ଧାର୍ଥ ବାସୁଦେବଙ୍କୁ ସେ ୨୦୧୩ ମସିହାର ଫେବୃଆରୀ ୧ ତାରିଖରେ କଲିକତାରେ ବିବାହ କରିଥିଲେ ।[୨][୩]
ପେଷା
ସମ୍ପାଦନା୨୦୦୨ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ମିସ୍ ଇଣ୍ଡିଆ ଆର୍ଥର ବିଜୟୀ ହୋଇଥିଲେ ।[୪] ଏହାପରେ ସେ ଅନେକ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୫] ଏହା ବ୍ୟତୀତ କିଛି ବିଜ୍ଞାପନରେ ମଧ୍ୟ ଅଭିନୟ କରିଥିଲେ ।[୬] ସେ ପର୍ବିନ ଦବାସଙ୍କ ସହ ତୁମ୍ସେ ମିଲ୍କର ହିନ୍ଦୀ କଥାଚିତ୍ରରେ ଅଭିନୟ କରିହତିଲେ ।[୭]
ଆଧାର
ସମ୍ପାଦନା- ↑ Singh, Manmohan (12 October 2012). "I don't want Bigg Boss kind of fame: Reshmi Ghosh". The Times of India. Archived from the original on 15 October 2012. Retrieved 30 April 2015.
- ↑ "TV star Resshmi Ghosh's wedding". Retrieved 3 January 2017.
- ↑ Ganguly, Ruman (2 January 2013). "Resshmi Ghosh is set to marry Siddharth Vasudev". Times of India. Archived from the original on 2 February 2014. Retrieved 9 May 2021.
- ↑ Reshmi takes on the Earth!-Delhi Times-Cities-The Times of India
- ↑ "Untitled Document". Archived from the original on 24 October 2007. Retrieved 20 January 2008.
- ↑ Reshmi Ghosh Filmography – Yahoo! India Movies
- ↑ "Tumse Milkar (2010)". IMDb. Retrieved 21 February 2019.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରେଶମୀ ଘୋଷ