ରେପାଗ୍ଲିନାଇଡ

ଏହା ଏକ ଔଷଧ ଯାହା ଟାଇପ-୨ ମଧୁମେହରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବ‌ହାର କରାଯାଏ ।

ରେପାଗ୍ଲିନାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରାଣ୍ଡିନ, ଏକ ଔଷଧ ଯାହା ଟାଇପ-୨ ମଧୁମେହରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବ‌ହାର କରାଯାଏ ।[୧] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ସର୍ବାଧିକ ପ୍ରଭାବ ପ୍ରାୟ ୩ ଘଣ୍ଟା ମଧ୍ୟରେ ଅନୁଭୂତ ହୁଏ [୨]

ରେପାଗ୍ଲିନାଇଡ
Clinical data
Trade namesPrandin, GlucoNorm, NovoNorm, Enyglid, others
AHFS/Drugs.commonograph
MedlinePlusa600010
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Bioavailability56% (by mouth)
Protein binding>98%
MetabolismLiver oxidation and glucuronidation (CYP3A4-mediated)
Elimination half-life1 hour
ExcretionFecal (90%) and kidney (8%)
Identifiers
  • (S)-(+)-2-ethoxy-4-[2-(3-methyl-1-[2-(piperidin-1-yl)phenyl]butylamino)-2-oxoethyl]benzoic acid
ECHA InfoCard100.158.190 Edit this at Wikidata
Chemical and physical data
FormulaC27H36N2O4
Molar mass୪୫୨.୬0 g·mol−1
3D model (JSmol)
Melting point126 to 128 °C (259 to 262 °F)
  • O=C(O)c1ccc(cc1OCC)CC(=O)N[C@H](c2ccccc2N3CCCCC3)CC(C)C
  • InChI=1S/C27H36N2O4/c1-4-33-25-17-20(12-13-22(25)27(31)32)18-26(30)28-23(16-19(2)3)21-10-6-7-11-24(21)29-14-8-5-9-15-29/h6-7,10-13,17,19,23H,4-5,8-9,14-16,18H2,1-3H3,(H,28,30)(H,31,32)/t23-/m0/s1 checkY
  • Key:FAEKWTJYAYMJKF-QHCPKHFHSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ଶର୍କରା, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଅଇ, ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୨] ଏହା ମେଗ୍ଲିଟିନାଇଡ ଶ୍ରେଣୀର ଏକ ଔଷଧ ଏବଂ ଅଗ୍ନାଶୟରୁ ଇନସୁଲିନ୍ ମୁକ୍ତ ହେବାରେ ସାହାଯ୍ୟ କରି କାର୍ଯ୍ୟକ୍ଷମ ହୁଏ ।[୨]

୧୯୮୩ରେ ରେପାଗ୍ଲିନାଇଡ ବିକଶିତ ହୋଇଥିଲା ଏବଂ ୧୯୯୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୫ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "DailyMed - REPAGLINIDE - repaglinide tablet". dailymed.nlm.nih.gov. Archived from the original on 2015-10-19. Retrieved 2015-11-04.
  2. ୨.୦ ୨.୧ ୨.୨ "Repaglinide Monograph for Professionals". Drugs.com (in ଇଂରାଜୀ). Archived from the original on 17 May 2021. Retrieved 16 October 2021.
  3. Engel, Jürgen; Kleemann, Axel; Kutscher, Bernhard; Reichert, Dietmar (14 May 2014). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ). Georg Thieme Verlag. p. 1199. ISBN 978-3-13-179275-4. Archived from the original on 17 October 2021. Retrieved 16 October 2021.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 740. ISBN 978-0-85711-369-6.{{cite book}}: CS1 maint: date format (link)
  5. "Repaglinide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 August 2020. Retrieved 16 October 2021.