ରେପାଗ୍ଲିନାଇଡ
ରେପାଗ୍ଲିନାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରାଣ୍ଡିନ, ଏକ ଔଷଧ ଯାହା ଟାଇପ-୨ ମଧୁମେହରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ ।[୧] ଏହା ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ସର୍ବାଧିକ ପ୍ରଭାବ ପ୍ରାୟ ୩ ଘଣ୍ଟା ମଧ୍ୟରେ ଅନୁଭୂତ ହୁଏ [୨]
Clinical data | |
---|---|
Trade names | Prandin, GlucoNorm, NovoNorm, Enyglid, others |
AHFS/Drugs.com | monograph |
MedlinePlus | a600010 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 56% (by mouth) |
Protein binding | >98% |
Metabolism | Liver oxidation and glucuronidation (CYP3A4-mediated) |
Elimination half-life | 1 hour |
Excretion | Fecal (90%) and kidney (8%) |
Identifiers | |
| |
ECHA InfoCard | 100.158.190 |
Chemical and physical data | |
Formula | C27H36N2O4 |
Molar mass | ୪୫୨.୬0 g·mol−1 |
3D model (JSmol) | |
Melting point | 126 to 128 °C (259 to 262 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ଶର୍କରା, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଅଇ, ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୨] ଏହା ମେଗ୍ଲିଟିନାଇଡ ଶ୍ରେଣୀର ଏକ ଔଷଧ ଏବଂ ଅଗ୍ନାଶୟରୁ ଇନସୁଲିନ୍ ମୁକ୍ତ ହେବାରେ ସାହାଯ୍ୟ କରି କାର୍ଯ୍ୟକ୍ଷମ ହୁଏ ।[୨]
୧୯୮୩ରେ ରେପାଗ୍ଲିନାଇଡ ବିକଶିତ ହୋଇଥିଲା ଏବଂ ୧୯୯୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୫ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "DailyMed - REPAGLINIDE - repaglinide tablet". dailymed.nlm.nih.gov. Archived from the original on 2015-10-19. Retrieved 2015-11-04.
- ↑ ୨.୦ ୨.୧ ୨.୨ "Repaglinide Monograph for Professionals". Drugs.com (in ଇଂରାଜୀ). Archived from the original on 17 May 2021. Retrieved 16 October 2021.
- ↑ Engel, Jürgen; Kleemann, Axel; Kutscher, Bernhard; Reichert, Dietmar (14 May 2014). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ). Georg Thieme Verlag. p. 1199. ISBN 978-3-13-179275-4. Archived from the original on 17 October 2021. Retrieved 16 October 2021.
- ↑ ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 740. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Repaglinide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 August 2020. Retrieved 16 October 2021.