ୟୁମନାମ ରେଣୁ ବାଲା ଚାନୁ (ଜନ୍ମ ୨ ଅକ୍ଟୋବର , ୧୯୮୬ ) ଜଣେ  ଭାରତୀୟ ମହିଳା ୱେଟ ଲିଫଟର । ସେ 2006 ମସିହାର କମନୱେଲ୍‌ଥ ଗେମ[୧]ରେ 58 କେଜି ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୁନର୍ବାରଦିଲ୍ଲୀ[୨]ଠାରେ ହେଇଥିବା ପରବର୍ତ୍ତୀ କମନୱେଲ୍‌ଥ ଗେମରେ 2010 ମସିହାରେ ସ୍ୱନ ପଦକ ପାଇଥିଲେ । ସେଥିରେ 24 ବର୍ଷ ବର୍ଷୀୟ ରେଣୁ ରେକର୍ଡ କରିଥିଲେ । [୩]

ରେଣୁ ବାଲା ଚାନୁ

ତାଙ୍କୁ ଭାରତ ସରକାର ୨୦୧୪ ମସିହା ରେଅର୍ଜୁନ ପୁରସ୍କାର ଦେଇଥିଲେ

ଆଧାର  ସମ୍ପାଦନା