ରେଣୁକା ହ୍ରଦ
ରେଣୁକା ହ୍ରଦ , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଶିରମଉର ଜିଲ୍ଲାରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ 672 ମିଟର ଉଚ୍ଚରେ ଅବସ୍ଥିତ । ଏହା ହିମାଚଳ ପ୍ରଦେଶର ବୃହତ୍ତମ ହ୍ରଦ । ଏହାର ପରିଧି 3,214 ମିଟର । ଦେବୀ ରେଣୁକାଙ୍କ ନାମାନୁସାରେ ନାମିତ ଏହି ହ୍ରଦ ସ୍ଥଳ ପଥରେ ମୁଖ୍ୟ ଅଞ୍ଚଳ ସହ ସଂଯୁକ୍ତ । ଏହି ହ୍ରଦରେ ବୋଟିଙ୍ଗ ସୁବିଧା ରହିଛି । ନିକଟରେ ଏକ ସିଂହ ସଫାରୀ ସହ ଚିଡିଆଖାନା ମଧ୍ୟ ରହିଛି । ଏଠାରେ ପ୍ରତ୍ଯେକ ବର୍ଷ ନଭେମ୍ବରରେ ଏକ ମେଳା ହୁଏ ।
Renuka Lake | |
---|---|
ଅବସ୍ଥାନ | Sirmaur district, Himachal Pradesh |
ଦିଗବାରେଣି | 30°36′36″N 77°27′30″E / 30.61000°N 77.45833°E |
ହ୍ରଦର ପ୍ରକାର | Low altitude lake |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ମୁହାଣ ଲମ୍ବ1 | 3,214 m (10,545 ft) |
ଭୂମି ଉଚ୍ଚତା | 672 m (2,205 ft) |
ଆଧାର | hptdc.gov.in |
1 ମୁହାଣ ଲମ୍ବା not a well-defined measure. |
ଅବସ୍ଥିତି
ସମ୍ପାଦନା- ପର୍ବନୂଠାରୁ 123 km
- ପାୟନତା ସାହେବଠାରୁ 53 km
- ନିହାଣଠାରୁ 38 km.[୧]
ରେଣୁକା ମେଳା
ସମ୍ପାଦନାପ୍ରବୋଦିନୀ ଏକାଦଶୀ ସମୟରେ ଏଠାରେ 5 ଦିନ ବ୍ୟାପୀ ଅନ୍ତର୍ଜାତିକ ସ୍ତରର ମେଳା ଶ୍ରୀ ରେଣୁକା ଜୀ ହେଇଥାଏ । ପୁରାଣ ଅନୁସାରେ ଭଗବାନ ପରଶୁରାମ ତାଙ୍କ ମାତା ରେଣୁକା ଦେବୀଙ୍କ ଆସ୍ଥାନ ଏହି ହ୍ରଦକୁ ଆସିଥାନ୍ତି । ଏହି ମେଳା ପାଇଁ ଦେଶ ବିଦେଶରୁ ଭକ୍ତମାନେ ଏଠାକୁ ଆସିଥାନ୍ତି ।
ଅଭୟାରଣ୍ୟ
ସମ୍ପାଦନା1,028 ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ରେଣୁକା ରିଜର୍ଭ ଜଙ୍ଗଲ ମଧ୍ୟରେ ଅଭୟାରଣ୍ୟ ଅବସ୍ଥିତ । ଏହାର ପ୍ରାକୃତିକ ପରିବେଶ ବନ୍ୟଜନ୍ତୁଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳୀ ।
ସଙ୍କଟ
ସମ୍ପାଦନାଏହି ହ୍ରଦ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ଏହା ବଡ଼ ଚିନ୍ତାର କାରଣ ହୋଇଛି । ଜଳ ସହ ପଟୁମାଟି ଆସି ଏହାର ଜଳଧାରଣ କ୍ଷମତା କମ୍ କରୁଥିବାରୁ ଏବଂ ଏଥିରେ ବଳକା ନିର୍ମାଣ ସାମଗ୍ରୀ ପକେଇ ଦିଆ ଯାଉଥିବାରୁ ଏହା ପ୍ରଦୂଷିତ ହେଇ ଯାଉଛି । ପ୍ରଶାସନ ତରଫରୁ ଏଠି ପାଇଁ ପଦକ୍ଷେପ ନିଆ ଯାଉଛି ।
ଗ୍ୟାଲେରି
ସମ୍ପାଦନା-
Renuka Lake , Himachal Pradesh,India
-
Renuka lake,district Sirmaur Himachal Pradesh, India
-
Renuka ji temple, Himachal Pradesh, India
-
Renuka Lake,district Sirmaur , Himachal Pradesh, India
-
Renuka Temple, district Sirmaur Himachal Pradesh
-
Renuka Temple Himachal Pardesh
-
Renuka Temple,Renuka Lake,Himachal Pardesh, India
-
Pershuram Sarovar , Renuka lake
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- himachaltourism.nic.in Archived 2007-01-15 at the Wayback Machine.
- hptdc.gov.in Archived 2019-03-15 at the Wayback Machine.
- http://www.ramsar.org/renuka-wetland