ରେଟିଫାନଲିମାବ
ରେଟିଫାନଲିମାବ (ଇଂରାଜୀ ଭାଷାରେ Retifanlimab), ଜେନିଜ୍ ଏହାର ଏକ ବେପାର ନାମ, ଏକ ଔଷଧ ଯାହା ମର୍କେଲ ଜୀବକୋଷ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ବିଶେଷ ଭାବରେ ଏହା ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
Monoclonal antibody | |
---|---|
Type | Whole antibody |
Source | Humanized |
Target | Programmed cell death protein 1 (PD-1) |
Clinical data | |
Trade names | Zynyz |
Synonyms | Retifanlimab-dlwr |
data |
|
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6456H9934N1702O2032S46 |
Molar mass | ୧,୪୫,୩୮୧.୧୩ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମାଂସପେଶୀ ଯନ୍ତ୍ରଣା, ଗଲୁ, ତରଳ ଝାଡ଼ା, ଜ୍ୱର ଏବଂ ବାନ୍ତି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାଟାଇଟିସ୍, କୋଲାଇଟିସ୍, ନିମୋନାଇଟିସ ଏବଂ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ମୃତ୍ୟୁ ରିସେପ୍ଟର -୧କୁ (PD-1) ଅବରୋଧ କରିଥାଏ ।[୨]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରେଟିଫାନଲିମାବ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ମାତ୍ରା ଔଷଧ ପିଛା ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର୍ ଥିଲା ।[୩]
ଆଧାର
ସମ୍ପାଦନା- ↑ "Archived copy" (PDF). Archived (PDF) from the original on 23 March 2023. Retrieved 23 March 2023.
{{cite web}}
: CS1 maint: archived copy as title (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "DailyMed - ZYNYZ- retifanlimab-dlwr injection". dailymed.nlm.nih.gov. Archived from the original on 1 July 2023. Retrieved 12 June 2023.
- ↑ "Zynyz Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 1 July 2023. Retrieved 12 June 2023.