ରେଖା ଦାସ

ଭାରତୀୟ ଅଭିନେତ୍ରୀ

ରେଖା ଦାସ ଜଣେ ଭାରତୀୟ କନ୍ନଡ଼ ଭାଷାଭାଷୀ କଥାଚିତ୍ର ଅଭିନେତ୍ରୀ । ତାଙ୍କ ଅଭିନୀତ କିଛି ଉଲ୍ଲେଖନୀୟ କଥାଚିତ୍ର ହେଉଛି ଶ୍ୱେତାଗ୍ନୀ (୧୯୯୧(, ଶାନ୍ତି କ୍ରାନ୍ତି (୧୯୯୧) ଓ ହୁବୁ ହନ୍ନୁ (୧୯୯୩)[୧][୨][୩][୪]

ରେଖା ଦାସ
ଜନ୍ମ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ବୈବାହିକ-ସାଥୀଓମ୍ ପ୍ରକାଶ ରାଓ (ଛାଡ଼ପତ୍ର)
ସନ୍ତାନ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ କଥାଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଓମ ପ୍ରକାଶ ରାଓଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଝିଅ ଶ୍ରଭ୍ୟା ମଧ୍ୟ ଜଣେ ଅଭିନେତ୍ରୀ ।[୫][୬][୭][୮]

କ୍ୟାରିଅର୍ ସମ୍ପାଦନା

ରେଖା ଦାସ ୬୫୦ରୁ ଅଧିକ କଥାଚିତ୍ର[୯] ଏବଂ ଅନେକ କନ୍ନଡ଼ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ କମେଡ଼ିଆନ୍ ତେନିଷ କ୍ରିଷ୍ଣାଙ୍କ ସହ ଶହେରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧୦][୧୧][୧୨]

ଉଲ୍ଲେଖନୀୟ କଥାଚିତ୍ର ସମ୍ପାଦନା

  • ରୁଦ୍ର ତାଣ୍ଡବ (୧୯୯୦)
  • ମୃତ୍ୟୁଞ୍ଜୟ (୧୯୯୦)
  • ଗୋପୀ କ୍ରିଷ୍ଣା (୧୯୯୨)
  • ମାଲାଶ୍ରୀ ମାମାଶ୍ରୀ (୧୯୯୨)
  • କର୍ପୂରଦା ଗୋମ୍ବେ (୧୯୯୬)
  • ଅମ୍ମାବ୍ରା ଗଣ୍ଡ (୧୯୯୭)
  • ଅର୍ଜୁନ ଅଭିମନ୍ୟୁ (୧୯୯୮)
  • ଫ୍ରେଣ୍ଡସ୍ (୨୦୦୨)
  • ମୌର୍ୟ (୨୦୦୪)
  • ଗଡ୍ ଫାଦର୍ (୨୦୧୨)
  • ଆର୍ୟନ୍ (୨୦୧୪)

ଆଧାର ସମ୍ପାଦନା

  1. "Tulu film Oriyan Thounda Oriyagapujji out today". thehindu. Archived from the original on 9 ଜୁନ 2018.
  2. "'E BANNA LOKADALI' TRAVAILS AND TRIBULATIONS OF ARTISTS". cinecircle.in. Archived from the original on 24 ସେପ୍ଟେମ୍ବର 2013.
  3. "Userpage". twitter.com. Archived from the original on 9 ଜୁନ 2018.
  4. "Fan page". facebook.com. Archived from the original on 9 ଜୁନ 2018.
  5. "Kannada film 'Lossugalu' hits the floor". news18.com. Archived from the original on 16 ମାର୍ଚ୍ଚ 2018.
  6. "'SHRAVYA' JOURNALIST IN TELUGU DEBUT". chitratara.com. Archived from the original on 9 ଜୁନ 2018.
  7. "I'm not in the film industry because of my dad: Shravya". timesofindia.indiatimes.com. Archived from the original on 26 ଫେବୃଆରୀ 2015.
  8. "Father-daughter duo to work together". sify.com. Archived from the original on 16 ମାର୍ଚ୍ଚ 2018.
  9. "Rekha Das Biography". rekhadas.com. Archived from the original on 16 ମାର୍ଚ୍ଚ 2018.
  10. "Century pair, Rekha Das and Tennis Krishna". indiaglitz.com. Archived from the original on 16 ମାର୍ଚ୍ଚ 2018.
  11. "TENNIS KRISHNA ? REKHA DAS NEARING 100 FILMS". chitratara.com. Archived from the original on 16 ମାର୍ଚ୍ଚ 2018.
  12. "Tennis Krishna to direct, three decades actor". indiaglitz.com. Archived from the original on 16 ମାର୍ଚ୍ଚ 2018.

ବାହାର ଲିଙ୍କ୍ ସମ୍ପାଦନା