ରୁନା ଖାନ୍
ବଙ୍ଗଳାଦେଶୀ ଅଭିନେତ୍ରୀ
ରୁନା ଖାନ୍ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ମୁଖ୍ୟତଃ ବାଂଲାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି । ସେ ୨୦୧୭ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ହାଲଦା ପାଇଁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧] ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ଚିଟକିନି ପାଇଁ ମେରିଲ୍ ଆଲୋ ପ୍ରଥମ ପୁରସ୍କାର ଉତ୍ସବରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୂରସ୍କାର ପାଇଥିଲେ ।[୨]
ରୁନା ଖାନ୍ | |
---|---|
রুনা খান | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ଅଭିନୟ ଜୀବନ
ସମ୍ପାଦନାକଥାଚିତ୍ର
ସମ୍ପାଦନା- ଲାଲନ୍ (୨୦୦୪)
- ହାଲଦା (୨୦୧୭) - ଜୁଇ
- ଛିଟକିନି (୨୦୧୭) - ମୈମୁନା
- ଗୋହିନ ବଲୁଚର (୨୦୧୭) - ଶମିମା
- କଲୋ ମେଘର ଭେଲା (୨୦୧୮) - ରୋଜି[୩]
- ଶପ୍ଲୁଡ଼ୁ (୨୦୧୯) - ସଲମା ବେଗମ
ଦୂରଦର୍ଶନ ଧାରାବାହିକ
ସମ୍ପାଦନା- ଫେମିଲି କ୍ରାଇସେସ୍ (୨୦୧୯)
- ପ୍ରିୟ ପ୍ରତିବେଶି
- ଓଚେନା ସମୟ
- ଶେଉଲି ମାଲା[୩]
ଦୂରଦର୍ଶନ ଫିଲ୍ମ
ସମ୍ପାଦନା- ଯଦିଓ ଶଣ୍ଢ
- ପଥର ପ୍ରାନ୍ତେ
- ତୁମି ଆମି ଅବଶେଷେ
- ଏକ ରାତ୍ରି
- ଘର
- ଅଭିନେତା
- ପିଙ୍କ୍ ପର୍ଲ
- ଜଳ ଛବି
- ରଙ୍ଗ
- ସେଇ ଆମି
- ନିଃଶବ୍ଦ
ଆଧାର
ସମ୍ପାଦନା- ↑ "National Film Award-2017 and 2018". Ministry of Information. Retrieved 2019-11-07.
- ↑ "Runa Khan - A Soulful and Passionate Artist". The Daily Star (in ଇଂରାଜୀ). 2018-06-23. Retrieved 2019-11-09.
- ↑ ୩.୦ ୩.୧ "'I just want to be consistent in my acting' — Runa Khan". The Daily Star (in ଇଂରାଜୀ). 2020-01-08. Retrieved 2020-01-07.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ରୁନା ଖାନ୍
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ରୁନା ଖାନ୍