ରୁନା ଖାନ୍

ବଙ୍ଗଳାଦେଶୀ ଅଭିନେତ୍ରୀ

ରୁନା ଖାନ୍ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ମୁଖ୍ୟତଃ ବାଂଲାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି । ସେ ୨୦୧୭ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ହାଲଦା ପାଇଁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧] ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ଚିଟକିନି ପାଇଁ ମେରିଲ୍ ଆଲୋ ପ୍ରଥମ ପୁରସ୍କାର ଉତ୍ସବରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୂରସ୍କାର ପାଇଥିଲେ ।[୨]

ରୁନା ଖାନ୍
রুনা খান
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ

ଅଭିନୟ ଜୀବନ ସମ୍ପାଦନା

କଥାଚିତ୍ର ସମ୍ପାଦନା

  • ଲାଲନ୍ (୨୦୦୪)
  • ହାଲଦା (୨୦୧୭) - ଜୁଇ
  • ଛିଟକିନି (୨୦୧୭) - ମୈମୁନା
  • ଗୋହିନ ବଲୁଚର (୨୦୧୭) - ଶମିମା
  • କଲୋ ମେଘର ଭେଲା (୨୦୧୮) - ରୋଜି[୩]
  • ଶପ୍ଲୁଡ଼ୁ (୨୦୧୯) - ସଲମା ବେଗମ

ଦୂରଦର୍ଶନ ଧାରାବାହିକ ସମ୍ପାଦନା

  • ଫେମିଲି କ୍ରାଇସେସ୍ (୨୦୧୯)
  • ପ୍ରିୟ ପ୍ରତିବେଶି
  • ଓଚେନା ସମୟ
  • ଶେଉଲି ମାଲା[୩]

ଦୂରଦର୍ଶନ ଫିଲ୍ମ ସମ୍ପାଦନା

  • ଯଦିଓ ଶଣ୍ଢ
  • ପଥର ପ୍ରାନ୍ତେ
  • ତୁମି ଆମି ଅବଶେଷେ
  • ଏକ ରାତ୍ରି
  • ଘର
  • ଅଭିନେତା
  • ପିଙ୍କ୍ ପର୍ଲ
  • ଜଳ ଛବି
  • ରଙ୍ଗ
  • ସେଇ ଆମି
  • ନିଃଶବ୍ଦ

ଆଧାର ସମ୍ପାଦନା

  1. "National Film Award-2017 and 2018". Ministry of Information. Retrieved 2019-11-07.
  2. "Runa Khan - A Soulful and Passionate Artist". The Daily Star (in ଇଂରାଜୀ). 2018-06-23. Retrieved 2019-11-09.
  3. ୩.୦ ୩.୧ "'I just want to be consistent in my acting' — Runa Khan". The Daily Star (in ଇଂରାଜୀ). 2020-01-08. Retrieved 2020-01-07.

ବାହାର ଆଧାର ସମ୍ପାଦନା