ରିମେଗେପାଣ୍ଟ

ଏହା ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।

ରିମେଗେପାଣ୍ଟ, ଏକ ବେପାର ନାମ ନୁର୍ଟେକ ଓଡିଟି (Nurtec ODT), ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଔଷଧର ପ୍ରଭାବ ଦୁଇ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[]

ରିମେଗେପାଣ୍ଟ
Clinical data
Trade namesNurtec ODT, Vydura
SynonymsBHV-3000, BMS-927711
AHFS/Drugs.commonograph
MedlinePlusa620031
data
Routes of
administration
By mouth
Legal status
Legal status
Pharmacokinetic data
Onset of actionWith 2 hr[]
Duration of action48 hr[]
Identifiers
  • [(5S,6S,9R)-5-Amino-6-(2,3-difluorophenyl)-6,7,8,9-tetrahydro-5H-cyclohepta[b]pyridin-9-yl] 4-(2-oxo-3H-imidazo[4,5-b]pyridin-1-yl)piperidine-1-carboxylate
Chemical and physical data
FormulaC28H28F2N6O3
Molar mass୫୩୪.୫୭ g·mol−1
3D model (JSmol)
  • C1CC(C2=C(C=CC=N2)C(C1C3=C(C(=CC=C3)F)F)N)OC(=O)N4CCC(CC4)N5C6=C(NC5=O)N=CC=C6
  • InChI=1S/C28H28F2N6O3/c29-20-6-1-4-17(23(20)30)18-8-9-22(25-19(24(18)31)5-2-12-32-25)39-28(38)35-14-10-16(11-15-35)36-21-7-3-13-33-26(21)34-27(36)37/h1-7,12-13,16,18,22,24H,8-11,14-15,31H2,(H,33,34,37)/t18-,22+,24-/m0/s1
  • Key:KRNAOFGYEFKHPB-ANJVHQHFSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ସିଜିଆରପି (CGRP) ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରିମେଗେପାଣ୍ଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ଡଲାର ଥିଲା ।[] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[]

  1. ୧.୦ ୧.୧ ୧.୨ Skidmore-Roth, Linda (1 April 2021). Mosby's Drug Guide for Nursing Students with 2022 Update - E-Book (in ଇଂରାଜୀ). Elsevier Health Sciences. p. 1218. ISBN 978-0-323-87656-8. Archived from the original on 17 October 2021. Retrieved 17 October 2021.
  2. ୨.୦ ୨.୧ ୨.୨ "Nurtec ODT - rimegepant sulfate tablet, orally disintegrating". DailyMed. 19 February 2020. Archived from the original on 28 November 2020. Retrieved 19 March 2020.
  3. ୩.୦ ୩.୧ ୩.୨ "Rimegepant Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 17 October 2021.
  4. "Rimegepant (Nurtec ODT) Use During Pregnancy". Drugs.com (in ଇଂରାଜୀ). Retrieved 17 October 2021.
  5. "Nurtec ODT Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 7 June 2021. Retrieved 17 October 2021.
  6. "Rimegepant". SPS - Specialist Pharmacy Service. 5 October 2017. Archived from the original on 17 October 2021. Retrieved 17 October 2021.