ରିମା କଳିଙ୍ଗାଲ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ରିମା କଳିଙ୍ଗାଲ ଜଣେ ଭାରତୀୟ ମଡେଲ ଓ ଫିଲ୍ମ ଅଭିନେତ୍ରୀ । ସେ ମୁଖ୍ଯତଃ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥାନ୍ତି । ୨୦୦୮ ମସିହାରେ ମିସ କେରଳ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ ହେଇ ଲୋକ ନଜରକୁ ଆସିଥିଲେ । ଏହା ପରେ ସେ ଅଭିନୟ ଆରାହ୍ନ କରିଥିଲେ । ୨୦୦୯ ମସିହାରେ ତାଙ୍କର " ରିତୁ " ଓ " ନିଲଠାମରା " ନାମକ ୨ଟି ଫିଲ୍ମ ମାଲାୟାଲାମ ଭାଷାରେ ନିର୍ମିତ ହେଇଥିଲା । ଏହା ପରେ ସେ " City of GOD "( ୨୦୧୧ ) ,ଇଣ୍ଡିଆନ ରୂପୀ" ( ୨୦୧୧) , " ନିଦ୍ରା " ( ୨୦୧୨ ) ଆଦି ସଫଳ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥିଲେ ।
ରିମା କଳିଙ୍ଗାଲ | |
---|---|
ଜନ୍ମ | 19 January 1984 Thrissur, Kerala, India |
ବୃତ୍ତି(ସମୂହ) | Actress, model, television anchor |
ସକ୍ରିୟ ବର୍ଷ | 2009–present |
ବୈବାହିକ-ସାଥୀ | Aashiq Abu (2013–present) |
ଜୀବନୀ
ସମ୍ପାଦନାକେରଳ ରାଜ୍ୟର ଥିସୁରଠାରେ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିବା ରିମା ୩ ବର୍ଷ ବୟସରୁ ନୃତ୍ୟ ଶିକ୍ଷା କରୁଥିଲେ । .[୧] ଶିଶୁ କଳାକାର ଭାବରେରେ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ,ମଞ୍ଚରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେ କୁନନୁରଠାରେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରଥିଲେ ।.[୨] ସେ ଥିସୁରସ୍ଥିତ ଚିନ୍ମୟ ବିଦ୍ୟାଳୟରୁ ତାଙ୍କ ପାଠପଢ଼ା ଜାରି ରଖି ପରେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରୁ ଜର୍ନାଲିଜମ ରେ ଡିଗ୍ରୀ ପାଇଥିଲେ । [୩][୪][୫] ସେ ତାଇକୁଣ୍ଡୋ, ଓ ଚାଓ ସାମରିକ କଳା ମଧ୍ୟ ଶିକ୍ଷା ଲାଭ କରିଥିଲେ .
ଏସିଆନେଟ ଟେଲିଭିଜନର ଏକ ରିଆଲିଟି ଶୋରେ ସେ ରନର୍ସ ଅପ ହେବା ପରେ ବାଙ୍ଗାଲୋରକୁ ମଡେଲିଙ୍ଗ ପେଶଗତ ଭାବରେ କରିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ କେରାଳର ମିସ କେରଳ ପ୍ରତିଯୋଗୀତାରେ ଭାଗ ନେଇ ରନର୍ସ ଅପ ହେଇଥିଲେ । .[୬]
ଏହି ସମୟରେ ସେ ଏକ ତାମିଲ ଫିଲ୍ମ " ମଝାଇ ଭରପ୍ପୋଗୁଠୁ " ନାମକ ଫିଲ୍ମରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ମଧ୍ୟ ଫିଲ୍ମଟି ନିର୍ମିତ ହେଇ ପାରିନଥିଲା । ଏହା ପରେ ସେ " ରିତୁ" ନାମକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । . ସେତେବେଳେ ତାଙ୍କୁ ୨୫ ବର୍ଷ ହେଇଥିଲା । .
I୨୦୧୨ ମସିହାରେ ତାଙ୍କର ଫିଲ୍ମ " ୨୨ Female Kottayam" ଏକ ବ୍ଯବସାୟିକ ଭାବରେ ଲାଭଜନକ ଫିଲ୍ମ ହେଇଥିଲା ଓ ଏଥିରେ ତାଙ୍କର ଅଭିନୟକୁ ଖୁବ ପ୍ରସଂଶା ଓ ପୁରସ୍କାର ମିଳିଥିଲା । [୭][୮] " ତେସ୍ସା" ଚରିତ୍ରରେ ତାଙ୍କର ଅଭିନୟ ଏହି ଫିଲ୍ମରେ ଖୁବ ଜୀବନ୍ତ ଥିଲା । [୯] ଏହି ଫିଲ୍ମ ପାଇଁ ସେ କେରଳ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । .
୨୦୧୩ ମସିହାରେ ସେ ଟେଲିଭିଜନରେ ଆଙ୍କର ଭାବରେ ରେଏଲିଟି ଶୋରେ କାର୍ଯ୍ୟ କରିଥିଲେ ।.[୧୦][୧୧] ଏହାଦ୍ୱାରା ତାଙ୍କୁ କେରଳ ଫିଲ୍ମ ଚାମବାର ତାଙ୍କୁ ଫିଲ୍ମରୁ ବାସନ୍ଦ କରିଥିଲେ । ପରେ ସେହି ବାସନ୍ଦ ହଟାଇ ନିଆ ଯାଇଥିଲା ।.[୧୨]
ବ୍ୟକ୍ତିଗତ ଜୀବନୀ
ସମ୍ପାଦନାରିମା ଫିଲ୍ମ ନିର୍ଦ୍ଦେଶକ ଆଶିକ ଆବୁଙ୍କୁ ବିବାହ କରିଥିଲେ । ବିବାହ ଅତି ସାଧାରଣ ଭାବରେ ହେଇଥିଲା ଓ ରିମା ବିବାହ ପୂର୍ବ ଦିନ କେନସର ପୀଡିତମାନଙ୍କ ଚିକିସ୍ତା ପାଇଁ ୧୦ ଲକ୍ଷ ତାଙ୍କ ଦାନ କରିଥିଲେ । ବିବାହ ଦିନ ମଧ୍ୟ ହସ୍ପିଟାଲରେ ସେ ଭୋଜି ପାଇଁ ସମସ୍ତ ଖର୍ଚ ଦେଇଥିଲେ [୧୩][୧୪]।[୧୫][୧୬]
.[୧୭]
ଆଧାର
ସମ୍ପାଦନା- ↑ 18 October 2011 By Keerthy Ramachandran DC (20 October 2011). "Rima Kallingal: A bold and new face | Deccan Chronicle". Web.archive.org. Archived from the original on 19 October 2011. Retrieved 1 December 2013.
{{cite web}}
: CS1 maint: numeric names: authors list (link) - ↑ http://timesofindia.indiatimes.com/tv/news/hindi/Youve-got-to-react-girl/articleshow/12174436.cms
- ↑ http://timesofindia.indiatimes.com/tv/news/hindi/Youve-got-to-react-girl/articleshow/12174436.cms
- ↑ "Playing by their own rules | Society". Times Crest. 20 July 2013. Archived from the original on 13 October 2016. Retrieved 1 December 2013.
- ↑ "Manorama Online | Picture Gallery | Campus | Rima Kallingal". Manoramanews.com. Archived from the original on 18 May 2020. Retrieved 1 December 2013.
- ↑ http://www.sify.com/movies/Rima-Kallingal-strikes-a-pose-imagegallery-kollywood-lhzo8rhgefb.html?html=5
- ↑ P.K. Ajith Kumar (7 May 2012). "22 Female Kottayam's success has Rima on cloud nine". Chennai, India: The Hindu. Retrieved 1 December 2013.
{{cite news}}
: More than one of|author=
and|last=
specified (help) - ↑ Shiba Kurian, TNN 17 August 2012, 02.10PM IST (17 August 2012). "A proud moment for '22 Female Kottayam' crew – Times of India". Articles.timesofindia.indiatimes.com. Archived from the original on 3 December 2013. Retrieved 1 December 2013.
{{cite news}}
: More than one of|author=
and|last=
specified (help)CS1 maint: multiple names: authors list (link) CS1 maint: numeric names: authors list (link) - ↑ "Kochi Times Film Awards '13- The Times of India Photogallery". Photogallery.indiatimes.com. Retrieved 1 December 2013.
- ↑ Sajini Sahadevan (8 November 2012). "Quest for the smartest woman". Chennai, India: The Hindu. Retrieved 1 December 2013.
{{cite news}}
: More than one of|author=
and|last=
specified (help) - ↑ "Exclusive: Lal Jose's Tamil debut". rediff.com. Retrieved 1 December 2013.
- ↑ "KFC lifts ban on Rima". filmibeat.com. 25 April 2013. Retrieved 8 February 2016.
- ↑ "Rima Kallingal and Aashiq Abu tie the knot – The Times of India". The Times of India.
- ↑ "ଆର୍କାଇଭ୍ କପି". Archived from the original on 2013-11-09. Retrieved 2017-03-30.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-11-07. Retrieved 2017-03-30.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-11-06. Retrieved 2017-03-30.
{{cite web}}
: Cite has empty unknown parameter:|1=
(help) - ↑ "Rima Kallingal and Aashiq Abu tie the knot – The Times of India". The Times of India.
ବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରିମା କଳିଙ୍ଗାଲ