ରିବା ବବର୍

ଭାରତୀୟ ଅଭିନେତ୍ରୀ

ରିବା ବବର୍ ଜଣେ ଭାରତୀୟ ଅଭିନେତ୍ରୀ ।[][][] ୨୦୦୧ ମସିହାରେ, ସେ ଏକ ଆରବିକ୍ ପପ୍ ସଙ୍ଗ୍ ହବିବି ଦାହରେ କାମ କରିଥିଲେ । ଏହାପରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ କ୍ୟୁଁ ପ୍ୟାର୍ ହୋତା ଜରିଆରେ ହିନ୍ଦୀ ଦୂରଦର୍ଶନ ଜଗତରେ କାମ କରିଥିଲେ, ଯେଉଁଥିରେ ସେ ନିକିତା ଭୂମିକାରେ ଅଭିନୟ କରିଥିଲେ । ତା'ପରେ, ସେ କ୍ୟୁଁକି ସାସ୍ ଭି କଭି ବହୁ ଥିରେ କାମ କରିଥିଲେ, ଯେଉଁଥିରେ ସେ ଦାମିନୀ ଭୂମିକାରେ କାମ କରିଥିଲେ । ବେଇନ୍ତେହା ଧାରାବାହିକରେ ଶବାନା ହୁଲାମ ହାଇଦର୍, ରାମ୍ ମିଲାୟି ଯୋଡ଼ିରେ ବିମ୍ମି ଏବଂ ସୂର୍ଯ୍ୟପୁତ୍ର କର୍ଣ୍ଣରେ ପ୍ରିୟମ୍ବଦା ଭୂମିକରେ କାମ କରିଛନ୍ତି ।[]

ରିବା ବବର୍
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ମଡେଲ୍, ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–୨୦୧୮

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୬ ସିଲ୍‌ଭା କାମିନୀ ତାମିଲ
୧୯୯୭ ରୋଜା ମାଲାରେ ମାଲାରବିଜି
୨୦୧୮ ପ୍ୟାଡ୍ ମ୍ୟାନ୍ ଲକ୍ଷ୍ମୀ ପ୍ରସାଦଙ୍କ ପଡ଼ୋଶୀ ହିନ୍ଦୀ

ଅଭିନୀତ ଦୂରଦର୍ଶନ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା
୨୦୦୨–୨୦୦୪ କ୍ୟୁଁ ହୋତା ହୈ ପ୍ୟାର୍ ନିକିତା ଶର୍ମା
୨୦୦୩–୨୦୦୮ କ୍ୟୁଁକି ସାସ୍ ଭି କଭି ବହୁ ଥି ଦାମିନୀ
୨୦୦୪–୨୦୦୫ ଆୟୁଷମାନ ଡ. କାବ୍ୟା
୨୦୦୪–୨୦୦୫ କର୍ମା – କୋଇ ଆ ରାହା ହୈ ୱକ୍ତ ବଦଲ୍‌ନେ ମୃଣାଳ
୨୦୦୫ କାବ୍ୟାଞ୍ଜଳି ସୋନିଆ
୨୦୦୫–୨୦୦୬ କେ. ଷ୍ଟ୍ରିଟ୍ ପାଲି ହିଲ୍ ସିମ୍ରନ୍
୨୦୧୦–୨୦୧୨ ରାମ ମିଲାୟି ଯୋଡ଼ି ବିମି ବେଦି
୨୦୧୩–୨୦୧୪ ବେଇନ୍ତେହା ଗୁଲାମ ହାଇଦର୍
୨୦୧୫ ସୂର୍ଯ୍ୟପୁତ୍ର କର୍ଣ୍ଣ ପ୍ରିୟମ୍ବଦା[]
  1. Why Riva doesn't mind aging - Entertainment - Archived 26 November 2022 at the Wayback Machine.DNA India
  2. You rarely get to play your age on TV: Riva Bubber - The Times of India
  3. "TV work is tremendously taxing but it gives a high that films can't offer". Indian Television Dot Com. 9 May 2002. Archived from the original on 25 January 2021. Retrieved 12 December 2013.
  4. "Naved Aslam & Rituraj Singh in Beintehaa". The Times of India. Archived from the original on 20 September 2017. Retrieved 19 August 2019.
  5. "Riva Bubber makes her mythological debut". The Times of India. Archived from the original on 8 September 2019. Retrieved 19 August 2019.

ବାହାର ଲିଙ୍କ୍

ସମ୍ପାଦନା