ରିଫାକ୍ସିମିନ

ରିଫାକ୍ସିମିନ ଏକ ଆଣ୍ଟିବାୟୋଟିକ ଯାହା ହେପାଟିକ ଏନସେଫାଲୋପାଥି, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ ଯାତ୍ରୀ ତରଳ

ରିଫାକ୍ସିମିନ ଏକ ଆଣ୍ଟିବାୟୋଟିକ ଯାହା ହେପାଟିକ ଏନସେଫାଲୋପାଥି, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମଯାତ୍ରୀ ତରଳ ଝାଡା ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୩] ନିର୍ଦ୍ଦିଷ୍ଟ ଭାବରେ ଏହା ହେପାଟିକ ଏନସେଫାଲୋପାଥିର ଏପିସୋଡ୍ ସଂଖ୍ୟା ହ୍ରାସ କରିବାକୁ ବ୍ୟବହୃତ ହୋଇପାରେ | [୪] ସାଲମୋନେଲା ସମେତ ଅନେକ ପ୍ରକାରର ତରଳ ଝାଡ଼ା ପାଇଁ ଏହା ପ୍ରଭାବଶାଳୀ ନୁହେଁ | [୫] ଏହା ପାଟିରେ ଦିଆଯାଏ | [୬]

Rifaximin
Clinical data
Trade namesXifaxan, Zaxine, Xifaxanta, Normix, others[୧]
AHFS/Drugs.commonograph
MedlinePlusa604027
Pregnancy
category
  • AU: B1
  • US: N (Not classified yet)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability< 0.4%
MetabolismLiver
Elimination half-life6 hours
ExcretionFecal (97%)
Identifiers
  • (2S,16Z,18E,20S,21S,22R,23R,24R,25S,26S,27S,28E)-5,6,21,23,25-pentahydroxy-27-methoxy-2,4,11,16,20,22,24,26-octamethyl-2,7-(epoxypentadeca-[1,11,13]trienimino)benzofuro
    [4,5-e]pyrido[1,2-a]-benzimida-zole-1,15(2H)-dione,25-acetate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.111.624 Edit this at Wikidata
Chemical and physical data
FormulaC43H51N3O11
Molar mass୭୮୫.୮୯ g·mol−1
3D model (JSmol)
Melting point200 to 205 °C (392 to 401 °F) (dec.)
  • CC(=O)O[C@H]3[C@H](C)[C@H](O)[C@H](C)[C@@H](O)[C@@H](C)\C=C\C=C(\C)C(=O)Nc6c2c(nc1cc(C)ccn12)c5c4C(=O)[C@@](C)(O/C=C/[C@H](OC)[C@H]3C)Oc4c(C)c(O)c5c6O
  • InChI=1S/C43H51N3O11/c1-19-14-16-46-28(18-19)44-32-29-30-37(50)25(7)40-31(29)41(52)43(9,57-40)55-17-15-27(54-10)22(4)39(56-26(8)47)24(6)36(49)23(5)35(48)20(2)12-11-13-21(3)42(53)45-33(34(32)46)38(30)51/h11-18,20,22-24,27,35-36,39,48-51H,1-10H3,(H,45,53)/b12-11+,17-15+,21-13-/t20-,22+,23+,24+,27-,35-,36+,39+,43-/m0/s1 checkY
  • Key:NZCRJKRKKOLAOJ-XRCRFVBUSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା ଏବଂ ପେଟରେ ଅସ୍ୱାଭାବିକତା ହୋଇପାରେ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ମନୋବଳ ପରିବର୍ତ୍ତନ, ଫୁଲା, ଚର୍ମ ରାସ ଏବଂ କ୍ଲୋଷ୍ଟ୍ରିଡିୟମ୍ ଡିଫାଇସିଲ୍ କୋଲାଇଟିସ ହୋଇପାରେ | [୪] [୫] ସ୍ତନ୍ୟପାନ ସମୟରେ ବ୍ୟବହାର ଶିଶୁଙ୍କ ପାଇଁ ନିରାପଦ ବୋଲି ବିଶ୍ୱାସ କରାଯାଉଥିବାବେଳେ ଗର୍ଭାବସ୍ଥାରେ ବ୍ୟବହାର ନ କରିବା ପରାମର୍ଶ ଦିଆଯାଇଥାଏ। [୬] ଏହା ରିଫାମାଇସିନ ପରିବାରର ଏକ ଔଷଧ | [୬]

ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ରିଫାକ୍ସିମିନ ଅନୁମୋଦିତ ହୋଇଥିଲା ୨୦୦୪ ମସିହାରେ । [୩] ଆମେରିକାରେ ହେପାଟିକ ଏନସେଫାଲୋପାଥି ପାଇଁ ୨୦୧୭ ମସିହାରେ ମାସ ପ୍ରତି ୧୮୬୪ ଡଲାର ଖର୍ଚ୍ଚ ହୋଇଥିଲା ।[୭] ଯୁକ୍ତରାଜ୍ୟରେ, ୫୫୦ମିଗ୍ରା ଡୋଜର ୫୬ଟି ଟ୍ୟାବଲେଟ ପାଇଁ ଏନଏଚଏସକୁ 2020 ସୁଦ୍ଧା ୨୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୪] ୨୦୨୦ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଜେନେରିକ ଆକାର ମିଳିନାହିଁ ।[୮]

ଆଧାର ସମ୍ପାଦନା

  1. "Rifaximin international". Drugs.com. 2 November 2020. Retrieved 11 November 2020.
  2. "Xifaxan- rifaximin tablet". DailyMed. 1 October 2019. Retrieved 11 November 2020.
  3. ୩.୦ ୩.୧ ୩.୨ "Rifaximin". The American Society of Health-System Pharmacists. Retrieved 8 January 2017.
  4. ୪.୦ ୪.୧ ୪.୨ BNF (80 ed.). London: BMJ Group and the Pharmaceutical Press. September 2020 – March 2021. p. 609. ISBN 978-0-85711-369-6.{{cite book}}: CS1 maint: date format (link)
  5. ୫.୦ ୫.୧ "Rifaximin". The American Society of Health-System Pharmacists. Retrieved 8 January 2017.
  6. ୬.୦ ୬.୧ ୬.୨ BNF (80 ed.). London: BMJ Group and the Pharmaceutical Press. September 2020 – March 2021. p. 609. ISBN 978-0-85711-369-6.{{cite book}}: CS1 maint: date format (link)
  7. "NADAC as of 2017-01-25". Centers for Medicare and Medicaid Services. Archived from the original on 2017-02-02. Retrieved 25 January 2017.
  8. "Generic Xifaxan Availability". Drugs.com (in ଇଂରାଜୀ). Retrieved 8 October 2020.