ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ

ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ , ଏକ 26.6 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ ଓ ଏହା ଜାତୀୟ ରାଜପଥ 6ର ଏକ ଅଂଶ ।  ଛତିଶଗଡ଼ ରାଜ୍ୟ ରାୟପୁର,  ଭିଲାଇ ଓ ଦୁର୍ଗ ସହରକୁ ଆନ୍ଧ୍ରପ୍ରଦେଶର ବିଶାଖାପାତ୍ତ୍ନାମ ସହର ଦ୍ରୁତ  ଗତି ସଡକଦ୍ୱାରା ସଂଯୋଗ କରେ । 

Raipur-Bhilai-Durg Expressway
Route information
Length:26.6 km (୧୬.୫ mi)
History:Completed in 2006[୧]
Major junctions
From:Raipur
To:Durg
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଏହି ପ୍ରକଳ୍ପରେ 95 କୋଟି ଟଙ୍କା ଖରଚ ହୋଇଥିଲା ଓ ଏହା Build - Operate - Trasfer ( BOT) ଭିତ୍ତିରେ 11 ବର୍ଷ 9 ମାସ[୨] [୩]ପାଇଁ ଚୁକ୍ତି ହେଇ DS Constructionଦ୍ୱାରା ନିର୍ମିତ ହେଇଥିଲା । ରାୟପୁର ଦୁର୍ଗ ମଧ୍ୟରେ ଥିବା 2 ଲେନ ରାସ୍ତାକୁ 4 ଲେନ ବିଶିଷ୍ଟ କରି ଏହା ନିର୍ମିତ ହେଇଥିଲା । ତାହାଦ୍ୱାରା ରାୟପୁରରୁ ଦୁର୍ଗ [୪]ମଧ୍ୟରେ ଯାତାୟତ ସମୟ ବହୁତ ହ୍ରାସ ପାଇଥିଲା । [୫]

ଆଧାର  ସମ୍ପାଦନା